Advertisment

Zilla Swasthya Samiti Recruitment: ଜିଲ୍ଲା ସ୍ୱାସ୍ଥ୍ୟ ସମିତିରେ ଚାକିରି; ଦରମା ୫୮ ହଜାର ଟଙ୍କା

ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ଗଞ୍ଜାମ ନିକଟରେ ୱାକ୍-ଇନ୍-ଇଣ୍ଟରଭ୍ୟୁ ମୋଡ୍‌ମରେ ଏକ ନୂତନ ଚାକିରି ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ମେଡିକାଲ୍ ଅଫିସର ପଦବୀ ପୂରଣ ହେବ।

ଅଦ୍ୟତନ ହୋଇଛି
Zilla Swasthya Samiti Recruitment 2023

Zilla Swasthya Samiti Recruitment

Advertisment

ଓଡ଼ିଶାରେ ଚାକିରି ଆଉ ତାହା ପୁଣି ସ୍ୱାସ୍ଥ୍ୟ ବିଭାଗରେ, ଏହି ମୌକାରେ ଥିବା ପ୍ରାର୍ଥୀଙ୍କ ପାଇଁ ଆଉ ବା କ’ଣ ଖୁସି ଖବର ଥାଇପାରେ। ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ଗଞ୍ଜାମ ନିକଟରେ ୱାକ୍-ଇନ୍-ଇଣ୍ଟରଭ୍ୟୁ ମୋଡ୍‌ମରେ ଏକ ନୂତନ ଚାକିରି ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ମେଡିକାଲ୍ ଅଫିସର ପଦବୀ ପୂରଣ ହେବ।

Advertisment

ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍‌ https://ganjam.nic.in/ କୁ ଯାଇ ଏ ବିଷୟରେ ଯାଞ୍ଚ କରିପାରିବେ। ଯେଉଁ ପ୍ରାର୍ଥୀମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏଠାରେ Zilla Swasthya Samiti Recruitment 2023 Notification କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ୱାକ୍-ଇନ୍-ଇଣ୍ଟରଭ୍ୟୁ – ୨୧ ନଭେମ୍ବର ୨୦୨୩
  • ସାକ୍ଷାତକାର ସମୟ – ଦିନ ୧୧ଟାରୁ ଆରମ୍ଭ
  • ସ୍ଥାନ – ଜିଲ୍ଲା ସ୍ୱାସ୍ଥ୍ୟ ସମିତି(ZSS), ଗଞ୍ଜାମ
Advertisment

ଅଧିକ ପଢ଼ନ୍ତୁ: ଓଡ଼ିଶାରେ ସରକାରୀ ଚାକିରି; OSSC ବାହାର କଲା ଅନେକ ପଦବୀ

ଶିକ୍ଷାଗତ ଯୋଗ୍ୟତା:

  • ପ୍ରାର୍ଥୀମାନେ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ MBBS ଡିଗ୍ରୀ କରିଥିବା ଉଚିତ
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୨୧ ବର୍ଷ
  • ସର୍ବାଧିକ ବୟସ – ୬୫ ବର୍ଷ

ବୟସ କୋହଳ:

  • OBC – ୦୩ ବର୍ଷ
  • ST / SC / PWD/ESM – ୦୫ ବର୍ଷ ପାଇଁ
  • PWD + SC / ST – ୧୫ ବର୍ଷ

ଦରମା:

  • ଚୟନ ହେବାପରେ ପ୍ରାର୍ଥୀ ମାସକୁ ୫୮,୩୪୩ ଟଙ୍କା ଦରମା ପାଇବେ

ଚୟନ ପ୍ରକ୍ରିୟା:

  • ୱାକ୍-ଇନ୍-ଇଣ୍ଟରଭ୍ୟୁ
  • ଡମ୍ୟୁମେଣ୍ଟ୍ ଯାଞ୍ଚ

ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍:

  • ସମସ୍ତ ଯୋଗ୍ୟତା ପ୍ରମାଣପତ୍ର
  • ଜନ୍ମ ତାରିଖ ସୂଚୀତ ପ୍ରମାଣପତ୍ର (SSLC / HSC)
  • ଦୁଇଟି କଲର ପାସ୍‌ପୋର୍ଟ ସାଇଜ୍ ଫଟୋ
  • ଗୋଟିଏ ID ପ୍ରମାଣ (ଭୋଟର ID / ଆଧାର କାର୍ଡ / ପ୍ୟାନ କାର୍ଡ)
  • ବାସିନ୍ଦା ପ୍ରମାଣପତ୍ର
  • ଜାତିଗତ ପ୍ରମାଣପତ୍ର
Advertisment

ଅଫଲାଇନରେ କିପରି ଆବେଦନ କରିବେ:

  • ପ୍ରଥମେ ଅଫିସିଆଲ୍ ୱେବସାଇଟ୍‌କୁ ଯାଆନ୍ତୁ
  • ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖନ୍ତୁ
  • ଆବଶ୍ୟକୀୟ ଡକ୍ୟୁମେଣ୍ଟ ଅପଲୋଡ୍ କରି ପଞ୍ଜିକରଣ କରନ୍ତୁ
  • Submit ବଟନ୍ ଉପରେ କ୍ଲିକ୍ କରନ୍ତୁ ଏ
  • ଅଫ୍‌ଲାଇନ୍‌ରେ ଦାଖଲ କରିବା ପାଇଁ ଏକ ହାର୍ଡ କପି କାଢନ୍ତୁ
  • ଆବଶ୍ୟକୀୟ ଡକ୍ୟୁମେଣ୍ଟ ସହିତ ନିର୍ଦ୍ଦିଷ୍ଟ ଠିକଣାରେ ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ପହଞ୍ଚନ୍ତୁ
Govt Jobs NHM Recruitment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ