Advertisment

ବ୍ୟାଙ୍କ ଅଫ୍‌ ବରୋଦାରେ ଖାଲିପଡିଛି ପଦବୀ, ଆବେଦନ କରିବାର ଶେଷ ତାରିଖ ୨୪ ମାର୍ଚ୍ଚ, ତୁରନ୍ତ କରନ୍ତୁ ଆବେଦନ

ଆପଣ ବ୍ୟଙ୍କରେ ଚାକିରି କରିବାକୁ ଚାହୁଁଛନ୍ତି କି ? ବ୍ୟାଙ୍କ ଅଫ ବରୋଦା ଆଣିଦେଇଛି ସୁବର୍ଣ୍ଣ ସୁଯୋଗ । ବ୍ୟାଙ୍କ ଅଫ ବରୋଦାରେ ଫ୍ରଡ୍‌ ରିସ୍କ ମ୍ୟାନେଜମେଣ୍ଟ, ଏମଏସଏମଇ ଏବଂ କର୍ପୋରେଟ କ୍ରେଡିଟ୍‌ ବିଭାଗରେ ସ୍ପେଶାଲିଷ୍ଟ ଅଫିସର ପଦବୀ ଖାଲିପଡିଛି। ଏ ନେଇ ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ଆବେଦନ କରିପାରିବେ ।

ଅଦ୍ୟତନ ହୋଇଛି
bank job

bank job

Advertisment

ବ୍ୟାଙ୍କ ଅଫ ବରୋଦାରେ ଖାଲିପଡିଛି ଅନେକ ପଦବୀ। ବ୍ୟାଙ୍କ ଅଫ ବରୋଦାରେ ଫ୍ରଡ୍‌ ରିସ୍କ ମ୍ୟାନେଜମେଣ୍ଟ, ଏମଏସଏମଇ ଏବଂ କର୍ପୋରେଟ କ୍ରେଡିଟ୍‌ ବିଭାଗରେ ସ୍ପେଶାଲିଷ୍ଟ ଅଫିସର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ବ୍ୟାଙ୍କର ଅଧିକାରକ ୱେବସାଇଟକୁ ଯାଇ ଅନଲାଇନ ଆବେଦନ କରିପାରିବେ । ତେବେ ଆବେଦନ କରିବାର ଶେଷ ତାରିଖ ୨୪ ମାର୍ଚ୍ଚ, ୨୦୨୨ ପର୍ଯ୍ୟନ୍ତ ରହିଛି।

Advertisment

ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ବ୍ୟାଙ୍କ ଅଫ ବରୋଦାରେ ମୋଟ୍‌ ୧୦୫ ପଦବୀ ପାଇଁ ଆବେଦନ କରିପାରିବେ । କ୍ରେଡିଟ ଅଧିକାରୀ (MSME) MMG/S III ପାଇଁ ୨୫ଟି, ମ୍ୟାନେଜର/ଡିଜିଟାଲ ଫ୍ରଡ(ଫ୍ରଡ ରିସ୍କ ମ୍ୟାନେଜମେଣ୍ଟ) ପାଇଁ ୧୫ଟି,କ୍ରେଡିଟ୍‌ ଅଫିସର ପାଇଁ ୧୫ଟି, ଫରେନ ଏକ୍ସଚେଞ୍ଚ/ଆକ୍ୟୁଜେସନ ଆଣ୍ଡ ରିଲେସନସିପ ମ୍ୟାନେଜର ପାଇଁ ୧୫ଟି,ଫରେନ ଏକ୍ସଚେଞ୍ଚ/ଆକ୍ୟୁଜେସନ ଆଣ୍ଡ ରିଲେସନସିପ ମ୍ୟାନେଜରMMG/S II : ୧୫ଟି ,କ୍ରେଡିଟ୍‌/ଏକ୍ସପୋର୍ଟ/ଇମପୋର୍ଟ ବିଜନେସ ପାଇଁ ୧୨ଟି, କ୍ରଡିଟ୍‌/ଏକ୍ସପୋର୍ଟ/ଇମପୋର୍ଟ ବିଜନେସ SMG/SIVପାଇଁ ୮ଟି ପଦବୀ ରହିଛି ।

ଶିକ୍ଷାଗତ ଯୋଗ୍ୟତା ଓ ବୟସ ସୀମା:

ସମସ୍ତ ପଦବୀରେ ନିଯୁକ୍ତି ପାଇଁ ଅଲଗା ଅଲଗା ଶିକ୍ଷାଗତ ଯୋଗ୍ୟତା ନିର୍ଦ୍ଧାରିତ କରାଯାଇଛି। ସେହିଭଳି ସମ୍ବନ୍ଧିତ ଟ୍ରେଡ ଡିଗ୍ରୀ ସହିତ ଯୋଗ୍ୟ ପ୍ରାର୍ଥୀଙ୍କ ପାଖରେ ନିର୍ଦ୍ଧାରିତ ଅଭିଜ୍ଞତା ହେବା ଜରୁରୀ। ଏହି ସମସ୍ତ ପଦରେ ଆବେଦନ ପାଇଁ ଅଲଗା ଅଲଗା ବୟସ ସୀମା ମଧ୍ୟ ନିର୍ଦ୍ଧାରିତ କରାଯାଇଛି। ଭିନ୍ନ ଭିନ୍ନ ପଦବୀ ପାଇଁ ଅଲଗା ଅଲଗା ବୟସ ସୀମା ରହିଛି।

Advertisment

ପଦବୀ ପାଇଁ ଆବେଦନ ଶୁଳ୍କ:

ଜେନେରାଲ, EWS ଏବଂ ଓବିସି ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୬୦୦ ଟଙ୍କା ରହିଥିବା ଅନୁସୂଚିତ ଜାତି, ଅନୁସୂଚିତ ଜାତି, ମହିଳା, PWD ପାଇଁ ୧୦୦ ଟଙ୍କା ଆବେଦନ ଶୁଳ୍କ ଜମା କରିବାକୁ ହେବ।

Bank Job
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ