Advertisment

Indian Railway Recruitment 2023: ଦଶମ ପାଶ୍ ସହିତ ଏହିସବୁ ଯୋଗ୍ୟତା ଥିଲେ ଭାରତୀୟ ରେଳ ବିଭାଗରେ ଚାକିରି

ରେଳ ବିଭାଗରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍, ଟେକ୍‌ନିସିଆନ୍, ଜୁନିୟର ଇଞ୍ଜିନିୟର, ଟ୍ରେନ୍ ମ୍ୟାନେଜର ପଦ ପାଇଁ ଉତ୍ତର ରେଳ ବିଭାଗ ବିଜ୍ଞାପନ ଜାରି କରିଛି। ସମୁଦାୟ ୩୨୩ଟି ପଦବୀ ପୂରଣ ହେବ।

ଅଦ୍ୟତନ ହୋଇଛି
Indian Railway Recruitment 2023

vacancies announced for 323 posts in Indian Railway Recruitment

Advertisment

ରେଳ ବିଭାଗରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍, ଟେକ୍‌ନିସିଆନ୍, ଜୁନିୟର ଇଞ୍ଜିନିୟର, ଟ୍ରେନ୍ ମ୍ୟାନେଜର ପଦ ପାଇଁ ଉତ୍ତର ରେଳ ବିଭାଗ ବିଜ୍ଞାପନ ଜାରି କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୩୨୩ଟି ପଦବୀ ପୂରଣ ହେବ।

Advertisment

ଇଛୁକ ଓ ଯୋଗ୍ୟ ପ୍ରାର୍ଥୀମାନେ www.nr.Indianrailways.gov.in କୁ ଯାଇ ଅନଲାଇନରେ ଆବେଦନ କରିପାରିବେ। ଯେଉଁମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ Indianrailways.gov.in PDF ରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ବିଜ୍ଞପ୍ତି ପ୍ରକାଶ: ୨୮ ଜୁଲାଇ ୨୦୨୩
  • ଅନ୍‌ଲାଇନ୍ ଆବେଦନ ଆରମ୍ଭ: ୨୯ ଜୁଲାଇ ୨୦୨୩
  • ଅନ୍‌ଲାଇନ୍ ଆବେଦନ ଶେଷ: ୨୮ ଅଗଷ୍ଟ ୨୦୨୩
Advertisment

ଅଧିକ ପଢ଼ନ୍ତୁ: ଗୋଟିଏ କି ଯୋଡ଼ିଏ ନୁହେଁ ଏକାଥରକେ ୩୦ ହଜାର ପଦବୀ ପୂରଣ ହେବ !

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮ ବର୍ଷ
  • ସର୍ବାଧିକ ବୟସ – ୪୨ ବର୍ଷ
  • ୦୧ ଜାନୁୟାରୀ ୨୦୨୪ ଅନୁସାରେ ବୟସ ଗଣନା ହେବ

ଶିକ୍ଷାଗତ ଯୋଗ୍ୟତା:

  • ବିଭିନ୍ନ ପଦବୀ ପାଇଁ ଦଶମ, ଦ୍ୱାଦଶ, ଆଇଟିଆଇ, ଡିପ୍ଲୋମା, ଡିଗ୍ରୀ ଭଳି ଯୋଗ୍ୟତା ରହିଛି
  • ଅଧିକ ଜାଣିବା ପାଇଁ ସରକାରୀ ବିଜ୍ଞପ୍ତି ଦେଖନ୍ତୁ
Advertisment

ଖାଲି ପଦବୀ:

  • ମୋଟ୍ ଖାଲି ପଦବୀ – ୩୨୩
  • ସହକାରୀ ଲୋକୋ ପାଇଲଟ୍ – ୧୬୯ ପୋଷ୍ଟ୍
  • ଟ୍ରେନ୍ ମ୍ୟାନେଜର – ୪୬ ପୋଷ୍ଟ୍
  • ଟେକ୍ନିସିଆନ୍ – ୭୮ ପୋଷ୍ଟ
  • ଜୁନିୟର୍ ଇଂଜିନିୟର – ୩୦ ପୋଷ୍ଟ୍

ଚୟନ ପ୍ରକ୍ରିୟା:

  • ସ୍କିଲ୍ ଟେଷ୍ଟ
  • ମେରିଟ୍,
  • ଲିଖିତ ପରୀକ୍ଷା

କିପରି କରିବେ ଆବେଦନ:

  • ଅଫିସିଆଲ୍ ୱେବସାଇଟ୍ indianrailways.gov.in କୁ ଯାଆନ୍ତୁ
  • “GDCE ONLINE/E-Application” ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ
  • “Candidate Registration” ଉପରେ କ୍ଲିକ୍ କରନ୍ତୁ
  • ସମସ୍ତ ବିବରଣୀ ଏଣ୍ଟ୍ରୀ କରନ୍ତୁ
  • “Register and Apply” ରେ କ୍ଲିକ୍ କରନ୍ତୁ
  • ଆବଶ୍ୟକ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ
  • ଆବେଦନ ଶୁଳ୍କ ପୈଠ କରନ୍ତୁ
  • “Submit” ବଟନ୍‌ରେ କ୍ଲିକ୍ କରନ୍ତୁ
  • ଭବିଷ୍ୟତ ପ୍ରମାଣ ପାଇଁ ଫର୍ମର ଏକ ପ୍ରିଣ୍ଟ ବାହାର କରନ୍ତୁ
Indian Railway Jobs Govt Jobs Indian Railway
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ