Advertisment

UPSC ନିଯୁକ୍ତି: ଆସିଷ୍ଟାଣ୍ଟ ଇଂଜିନିୟର ଏବଂ ଅନ୍ୟାନ୍ୟ ପଦବୀ ପାଇଁ ବିଜ୍ଞପ୍ତି

ଯୋଗ୍ୟ ପ୍ରାର୍ଥୀମାନେ UPSCର ଅଫିସିଆଲ୍ ୱେବସାଇଟ୍ upsc.gov.inକୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ।

UPSC Recruitment 2023

UPSC Recruitment 2023

Advertisment

ୟୁନିୟନ ପବ୍ଲିକ୍ ସର୍ଭିସ କମିଶନ(UPSC) ଆସିଷ୍ଟାଣ୍ଟ ଇଂଜିନିୟର ଏବଂ ଅନ୍ୟାନ୍ୟ ପଦବୀ ପାଇଁ ବିଜ୍ଞପ୍ତି ଜାରିକରିଛି। ଯୋଗ୍ୟ ପ୍ରାର୍ଥୀମାନେ UPSCର ଅଫିସିଆଲ୍ ୱେବସାଇଟ୍ upsc.gov.inକୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ସମୁଦାୟ ୨୦ଟି ଭିନ୍ନ ଭିନ୍ନ ପୋଷ୍ଟ ପାଇଁ ଆଶାୟୀମାନେ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ୧୫ ଜୁନ୍‌, ୨୦୨୩।

Advertisment

ପୂରଣ ହେବାକୁ ଥିବା ପୋଷ୍ଟ୍:

  • ବୈଜ୍ଞାନିକ-ବି(ଇଲେକ୍ଟ୍ରିକାଲ):: ୧
  • ଆସିଷ୍ଟାଣ୍ଟ ଇଂଜିନିୟର:: ୯ 
  • ସ୍ପେସିଆଲିଷ୍ଟ  ଗ୍ରେଡ୍‌-(୩):: ୬
  • ଜୁନିଅର ସିପ୍‌ ସର୍ଭେୟର କମ୍ ଆସିଷ୍ଟାଣ୍ଟ ଡାଇରେକ୍ଟର ଜେନେରାଲ:: ୧
  • ଜୁନିଅର ରିସର୍ଚ୍ଚ ଅଫିସର:: ୩

ଆପ୍ଲିକେସନ ଫି': 

  • ପ୍ରାର୍ଥୀଙ୍କୁ ୨୦୦ ଟଙ୍କା ଦେୟ ଦେବାକୁ ପଡ଼ିବ।
  • ଏସ୍‌ସି/ଏସ୍‌ଟି/ମହିଳାଙ୍କ ପାଇଁ ମାଗଣା।
Advertisment
UPSC
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ