UPSC Recruitment: UPSCରେ ପୂରଣ ହେବେ ଅନେକ ପ୍ରାର୍ଥୀ; ବିଭିନ୍ନ କ୍ଷେତ୍ରରେ ପିଜି-ଡିଗ୍ରୀ ଥିଲେ ନେବେ ସୁଯୋଗ

ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ୟୁନିଅନ ପବ୍ଲିକ୍‌ ସର୍ଭିସ୍‌ କମିଶନ ଏହି ସୁଯୋଗ ନେଇଆସିଛି। ଏନେଇ ବିଭିନ୍ନ କ୍ଷେତ୍ରରେ ଅନେକ ପଦବୀ ପୂରଣ ହେବ। UPSC ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି।

UPSCରେ ପୂରଣ ହେବେ ଅନେକ ପ୍ରାର୍ଥୀ; ବିଭିନ୍ନ କ୍ଷେତ୍ରରେ ପିଜି-ଡିଗ୍ରୀ ଥିଲେ ନେବେ ସୁଯୋଗ

ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ୟୁନିଅନ ପବ୍ଲିକ୍‌ ସର୍ଭିସ୍‌ କମିଶନ (UPSC) ଏହି ସୁଯୋଗ ନେଇଆସିଛି। ଏନେଇ ବିଭିନ୍ନ କ୍ଷେତ୍ରରେ ଅନେକ ପଦବୀ ପୂରଣ ହେବ। UPSC ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି।

ଏହି ନିଯୁକ୍ତି ମାଧ୍ୟମରେ UPSC ରେ ବିଶେଷଜ୍ଞ, ସହକାରୀ ନିର୍ଦ୍ଦେଶକ ସମେତ ବିଭିନ୍ନ ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍‌ରେ ମାଧ୍ୟମରେ ଆବେଦନ ଚାଲିଛି। ଏନେଇ ଉଭୟ ପୁରୁଷ ଓ ମହିଳା ସାକ୍ଷାତ ଦେଇପାରିବେ। ବିଭିନ୍ନ କ୍ଷେତ୍ରରେ ପିଜି ଓ ଡିଗ୍ରୀ କରିଥିବା ପ୍ରାର୍ଥୀ ମଧ୍ୟ ଏହି ସୁଯୋଗ ନେଇପାରିବେ। ଏହି ନିଯୁକ୍ତି ମାଧ୍ୟମରେ ୩୦୦ରୁ ଅଧିକ ପଦବୀ ପୂରଣ ହେବ।

ଅଧିକ ପଢ଼ନ୍ତୁ: IB Recruitment 2024: ଇଣ୍ଟେଲିଜେନ୍ସ ବ୍ୟୁରୋରେ ପୂରଣ ହେବ ୬୦୦ରୁ ଅଧିକ ପଦବୀ; ଦରମା ୧.୫ଲ‍କ୍ଷ

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ UPSC ର ଅଫିସିଆଲ୍ ୱେବ୍‌ସାଇଟ୍‌ upsc.gov.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ UPSC announces vacancies for multiple posts apply for 312 Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

ଖାଲି ପଦବୀ:

ଅଧିକ ପଢ଼ନ୍ତୁ: ESIC Recruitment 2024: ESICରେ ପୂରଣ ହେବ ଅନେକ ପଦବୀ; ଦରମା ୨ ଲକ୍ଷ

ଶିକ୍ଷାଗତ ଯୋଗ୍ୟତା:

ବୟସ ସୀମା:

ଆବେଦନ ଶୁଳ୍କ:

କିପରି କରିବେ ଆବେଦନ:

ଅଧିକ ପଢ଼ନ୍ତୁ: Indian Air Force Recruitment: ଭାରତୀୟ ବାୟୁସେନାରେ ଚାକିରି କରିବାକୁ ସ୍ୱପ୍ନ ଦେଖୁଛନ୍ତି କି; ଆପଣଙ୍କ ପାଇଁ ସୁଯୋଗ