Advertisment

NCERTରେ ବାହାରିଲା ଚାକିରି; ଭୁବନେଶ୍ୱରରେ ବି ମିଳିବ ନିଯୁକ୍ତି

NCERT ଅଣ-ଶିକ୍ଷକ ପଦବୀ ପାଇଁ ଏକ ବିଜ୍ଞପ୍ତି ଜାରି କରିଛି। ମୋଟ ୩୪୭ଟି ପଦବୀ ପୂରଣ ହେବ। ୨୭ ରୁ ୫୦ ବର୍ଷ ବୟସର ପ୍ରାର୍ଥୀମାନେ ଆବେଦନ କରି ପାରିବେ। ଏ ସମ୍ବନ୍ଧୀୟ ଅଧିକ ତଥ୍ୟ ଜାଣିବା ପାଇଁ ପଢନ୍ତୁ।

ଅଦ୍ୟତନ ହୋଇଛି
NCERT Recruitment 2023

Tremendous opportunity job in NCERT

Advertisment

ନ୍ୟାସ୍‌ନାଲ୍ କାଉନ୍‌ସିଲ୍ ଅଫ୍ ଏଜୁକେସ୍‌ନାଲ୍ ରିସର୍ଚ୍ଚ ଆଣ୍ଡ୍‌ ଟ୍ରେନିଂ (NCERT) ଅଣ-ଶିକ୍ଷକ ପଦବୀ ପାଇଁ ଏକ ବିଜ୍ଞପ୍ତି ଜାରି କରିଛି। ଯେଉଁ ପ୍ରାର୍ଥୀମାନେ ଆଗ୍ରହୀ ଏବଂ ଏହି ପଦବୀ ପାଇଁ ଆବେଦନ କରିବାକୁ ଯୋଗ୍ୟ, ସେମାନେ NCERTର ଅଫିସିଆଲ୍ ୱେବସାଇଟ୍ ncert.nic.in କୁ ଯାଇ ଏହି ପୋଷ୍ଟ୍‌ଗୁଡିକ ପାଇଁ ଆବେଦନ କରିପାରିବେ।

Advertisment

NCERT ରେ ନିଯୁକ୍ତି ଲେବଲ ୨ରୁ ୧୨ ପର୍ଯ୍ୟନ୍ତ ବିଭିନ୍ନ ଲେବଲ୍‌ରେ ମୋଟ ୩୪୭ଟି ପଦବୀ ପୂରଣ ହେବ। ଏହି ପଦବୀଗୁଡ଼ିକରେ ଚାକିରି କାରିବାକୁ ଆଗ୍ରହୀ ପ୍ରାର୍ଥୀମାନେ ଆଜିଠାରୁ(ଏପ୍ରିଲ୍ ୨୯) ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଆପଣ ଯଦି ଏନେଇ ଆବେଦନ କରିବାକୁ ଚାହାନ୍ତି ତେବେ ପ୍ରଥମେ ଏ ସମ୍ବନ୍ଧୀୟ ତଥ୍ୟ ଉପରେ ଭଲଭାବେ ନଜର ପକେଇ ନିଅନ୍ତୁ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ - ୨୯ ଏପ୍ରିଲ୍
  • ଅନ୍‌ଲାଇନ୍ ଆବେଦନ ଶେଷ - ମେ ୧୯

ଅଧିକ ପଢ଼ନ୍ତୁ: ଭାରତୀୟ ନୌସେନା ପାଇଁ ବାହାରିଲା ଚାକିରି, ବେସିକ୍‌ ପେ’ ୫୬,୬୦୦ରୁ ଆରମ୍ଭ

Advertisment

ଯୋଗ୍ୟତା:

  • ବିଭିନ୍ନ ସ୍ତର ଅନୁସାରେ ଯୋଗ୍ୟତା ରହିଛି
  • ୧୦ମ ପାଶ୍ ପ୍ରାର୍ଥୀ ମଧ୍ୟ ଆବେଦନ କରିପାରିବେ
  • ଅଧିକ ଜାଣିବା ପାଇଁ ଅଫିସିଆଲ୍ ବିଜ୍ଞପ୍ତି ଦେଖନ୍ତୁ

ବୟସ:

  • ସର୍ବନିମ୍ନ ବୟସ – ୨୭
  • ସର୍ବାଧିକ ବୟସ – ୫୦

ଚାକିରି ସ୍ଥାନ:

  • ଭୁବନେଶ୍ୱର
  • ଭୋପାଳ
  • ମୟିଶୂର
  • ଶିଲଂ
  • ଆଜମେର୍
  • ଅହମଦାବାଦ
  • ବେଙ୍ଗାଲୁର୍
  • ଗୁଆହାଟୀ
  • କୋଲକାତା

ଚୟନ ପ୍ରକ୍ରିୟା:

  • ପ୍ରତିଯୋଗୀତା ପରୀକ୍ଷା
  • ଦକ୍ଷତା ପରୀକ୍ଷା
  • ସାକ୍ଷାତକାର

ଅଫିସିଆଲ୍ ବିଜ୍ଞପ୍ତି ଦେଖିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

ଆବେଦନ କରିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

NCERT Govt Jobs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ