Advertisment

RRB JE Recruitment: RRBରେ ପୂରଣ ହେବ ଜୁନିୟର୍ ଇଂଜିନିୟରିଂ ପଦବୀ; ପାଖାପାଖି ୮ହଜାର ପିଲା ନେବେ ସୁଯୋଗ

RRB ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ମାଧ୍ୟମରେ ପାଖାପାଖି ୮ହଜାର ପଦବୀ ପୂରଣ ହେବ। ଏହି ନିଯୁକ୍ତି ବିଷୟରେ ବିସ୍ତୃତ ଭାବେ ଜାଣିବା ପାଇଁ ପୂରା ଖବରକୁ ପଢନ୍ତୁ।

ଅଦ୍ୟତନ ହୋଇଛି
RRB JE Recruitment 2024

RRB JE Recruitment 2024

Advertisment

ରେଳ ନିଯୁକ୍ତି ବୋର୍ଡ(RRB)ରେ ଚାକିରି କରିବା ସ୍ୱପ୍ନ ଅନେକ ଯୁବାପିଢିଙ୍କ ମଧ୍ୟରେ ଥାଏ। ଆପଣ ଯଦି ଏହି ସ୍ୱପ୍ନ ଦେଖୁଛନ୍ତି ତେବେ ଏହି ଖବର ଆପଣଙ୍କୁ ଖୁସି କରିଦେବ। କାରଣ RRB ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ବିଷୟରେ ବିସ୍ତୃତ ଭାବେ ଜାଣିବା ପାଇଁ ପୂରା ଖବରକୁ ପଢନ୍ତୁ।

Advertisment

ଏହି ନିଯୁକ୍ତି ମାଧ୍ୟମରେ RRBରେ ଜୁନିୟର୍ ଇଂଜିନିୟରିଂ ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। BSc କରିଥିବା ପିଲା ମଧ୍ୟ ଏହାର ସୁଯୋଗ ନେଇପାରିବେ। ଏହି ନିଯୁକ୍ତି ମାଧ୍ୟମରେ ପାଖାପାଖି ୮ହଜାର ପଦବୀ ପୂରଣ ହେବ।

ଅଧିକ ପଢ଼ନ୍ତୁ: RBI Recruitment: RBI ରେ ପୂରଣ ହେବ B ଗ୍ରେଡ୍ ଅଫିସର ପଦବୀ; ଜାଣନ୍ତୁ କେଉଁମାନେ କରିବେ ଆବେଦନ

Advertisment

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଭାରତୀୟ RRBର ଅଫିସିଆଲ୍ ୱେବ୍‌ସାଇଟ୍‌ https://indianrailways.gov.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ RRB JE Recruitment 2024 Apply for 7951 posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୩୦ ଜୁଲାଇ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୨୯ ଅଗଷ୍ଟ ୨୦୨୪
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
Advertisment

ଖାଲି ପଦବୀ:

  • ଜୁନିଅର ଇଞ୍ଜିନିୟର, ଡିପୋ ମାଟେରିଆଲ୍ ସୁପରିଟେଣ୍ଡେଣ୍ଟ୍ ଏବଂ କେମିକାଲ୍ ଏବଂ ମେଟାଲ୍‌ର୍ଜିକାଲ୍ ଆସିଷ୍ଟାଣ୍ଟ – ୭,୯୩୪ଟି ପୋଷ୍ଟ୍
  • କେମିକାଲ୍ ସୁପରଭାଇଜର / ରିସର୍ଚ୍ଚ ଏବଂ ମେଟାଲ୍‌ର୍ଜିକାଲ୍ ସୁପରଭାଇଜର / ରିସର୍ଚ୍ଚ - ୧୭ଟି ପୋଷ୍ଟ୍
  • ମୋଟ୍ – ୭୯୫୧ଟି ପୋଷ୍ଟ୍
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଯୋଗ୍ୟତା:

  • ଅଧିକାଂଶ ପଦବୀ ପାଇଁ ଇଂଜିନିୟରିଂ ଡିପ୍ଲୋପା /BSc ଯୋଗ୍ୟତା ମଗାଯାଇଛି
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮ ବର୍ଷ
  • ସର୍ବାଧିକ ବୟସ – ୩୬ ବର୍ଷ
  • ବୟସ ଗଣନା ୦୧।୦୧।୨୦୨୪ ଅନୁସାରେ ହେବ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଅଧିକ ପଢ଼ନ୍ତୁ: SBI Recruitment 2024: ଗ୍ରାଜୁଏସନ୍ କରିଥିଲେ SBIରେ ଚାକିରି; ଦରମା ପାଖାପାଖି ୮୬ ହଜାର

ମାସିକ ଦରମା:

  • ସର୍ବନିମ୍ନ ଦରମା – ୪୬,୩୭୪ଟଙ୍କା
  • ସର୍ବାଧିକ ଦରମା – ୫୫,୮୭୪ଟଙ୍କା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ –୫୦୦ଟଙ୍କା
  • SC/ ST/ ଦିବ୍ୟାଙ୍ଗ/ମହିଳା/ ESM– ୨୫୦ଟଙ୍କା
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା
  • ସାକ୍ଷାତକାର
  • ମେଡିକାଲ୍ ଟେଷ୍ଟ୍
  • ଡକ୍ୟୁମେଣ୍ଟ୍ ଯାଞ୍ଚ

ଅଧିକ ପଢ଼ନ୍ତୁ: Southern Railway Recruitment: ଦଶମ ପାଶ୍ କରି ITI କରିଛନ୍ତି କି… ରେଳବାଇରେ ଚାକିରି ସୁଯୋଗ

RRB RRB Recruitment Govt Jobs Job Search Job Seekers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ