Advertisment

Railway Rites Recruitment: ରେଳବାଇରେ ୨ ଲକ୍ଷ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ଦରମା ପାଇବା ଭଳି ଚାକିରି ସୁଯୋଗ

ରେଳ ମନ୍ତ୍ରଣାଳୟ ଅଧିନରେ ଥିବ ଏକ କମ୍ପାନୀ ହେଉଛି RITES ଲିମିଟେଡ୍। ଏଠାରେ ମାସିକ ୨ ଲକ୍ଷ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ଦରମା ପାଇବା ଭଳି ଚାକିରି ସୁଯୋଗ ଅଛି। କମ୍ପାନୀ ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି।

ଅଦ୍ୟତନ ହୋଇଛି
Railway Rites Recruitment 2024

railway rites recruitment apply for engineer design expert and other posts

Advertisment

ରେଳ ମନ୍ତ୍ରଣାଳୟ ଅଧିନରେ ଥିବା ଏକ କମ୍ପାନୀ ହେଉଛି RITES ଲିମିଟେଡ୍। ଏଠାରେ ମାସିକ ୨ ଲକ୍ଷ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ଦରମା ପାଇବା ଭଳି ଚାକିରି ସୁଯୋଗ ଅଛି। କମ୍ପାନୀ ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି।

Advertisment

ଏହି ନିଯୁକ୍ତି ୱାକ୍‌-ଇନ୍-ଇଣ୍ଟରଭ୍ୟୁ ମାଧ୍ୟମରେ ହେବ। ଏହି ପଦବୀ ପାଇଁ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ଇଞ୍ଜିନିୟର, ପ୍ରୋଜେକ୍ଟ ଲିଡର, ରେସିଡେଣ୍ଟ ଇଞ୍ଜିନିୟର ପରି ଅନେକ ପଦବୀ ପୂରଣ ହେବ। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୩୧ଟି ପଦବୀ ପୂରଣ ହେବ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଅଧିକ ସୂଚନା ପାଇଁ RITES Ltd. ର ଅଫିସିଆଲ୍ ୱେବସାଇଟ https://www.rites.com ଯାଇ ଦେଖିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ railway rites recruitment apply for engineer design expert and other posts Notification ଉପରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ୱାକ୍‌-ଇନ୍-ଇଣ୍ଟରଭ୍ୟୁ ଆରମ୍ଭ – ୧୨ ଏପ୍ରିଲ୍ ୨୦୨୪
  • ୱାକ୍‌-ଇନ୍-ଇଣ୍ଟରଭ୍ୟୁ ଶେଷ – ୧୬ ଏପ୍ରିଲ୍ ୨୦୨୪

ଅଧିକ ପଢ଼ନ୍ତୁ: ନେଭୀରେ ଯୋଗଦେବାର ସୁବର୍ଣ୍ଣ ସୁଯୋଗ; ଦଶମ ପିଲା କରିପାରିବେ ଆବେଦନ; ଦରମା ୯୦ ହଜାର

Advertisment

ଖାଲି ପଦବୀ:

  • ପ୍ରୋଜେକ୍ଟ ଲିଡର୍ (ସିଭିଲ୍) – ୧ଟି ପୋଷ୍ଟ୍‌
  • ଟିମ୍ ଲିଡର୍ (ସିଭିଲ୍) – ୫ ଟି ପୋଷ୍ଟ୍‌
  • ଡିଜାଇନ୍ ଏକ୍ସପର୍ଟ (ସିଭିଲ୍) – ୬ ଟି ପୋଷ୍ଟ୍‌
  • ରେସିଡେଣ୍ଟ ଇଞ୍ଜିନିୟର (ଟ୍ରାକ୍) – ୩ ଟି ପୋଷ୍ଟ୍‌
  • ରେସିଡେଣ୍ଟ ଇଞ୍ଜିନିୟର (ସିଭିଲ୍) – ୫ ଟି ପୋଷ୍ଟ୍‌
  • ରେସିଡେଣ୍ଟ ଇଞ୍ଜିନିୟର (S&T) – ୪ ଟି ପୋଷ୍ଟ୍‌
  • ରେସିଡେଣ୍ଟ ଇଞ୍ଜିନିୟର (ଇଲେକ୍ଟ୍ରିକାଲ୍) – ୫ ଟି ପୋଷ୍ଟ୍‌
  • ଇଞ୍ଜିନିୟର (ଡିଜାଇନ୍) – ୧ ଟି ପୋଷ୍ଟ୍‌

ଶିକ୍ଷାଗତ ଯୋଗ୍ୟତା:

  • ବିଭିନ୍ନ ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ଭିନ୍ନ
  • ସିଭିଲ ଇଂଜିନିୟରିଂରେ ବ୍ୟାଚଲର୍ ଡିଗ୍ରୀ
  • ୧୦/୧୫ ବର୍ଷର ଅଭିଜ୍ଞତା
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବାଧିକ ବୟସ – ୫୫ ବର୍ଷ
  • ବୟସ ଗଣନା ୧୬।୦୪।୨୦୨୪ ଅନୁସାରେ ହେବ

ମାସିକ ଦରମା:

  • ସର୍ବନିମ୍ନ ଦରମା – ୩୦,୦୦୦ ଟଙ୍କା
  • ସର୍ବାଧିକ ଦରମା – ୨,୪୦,୦୦୦ ଟଙ୍କା
  • ବିସ୍ତୃତ ଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
Indian Railway Jobs Govt Jobs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ