PNB Recruitment: ପଞ୍ଜାବ ନେସ୍‌ନାଲ୍ ବ୍ୟାଙ୍କରେ ପୂରଣ ହେବ ୨୫୦୦ରୁ ଅଧିକ ପଦବୀ; ଜାଣନ୍ତୁ କେଉଁମାନେ ନେବେ ସୁଯୋଗ

PNB ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛି। ଏହି ବିଜ୍ଞପ୍ତି ଅନୁସାରେ ଅନେକ ପଦବୀ ପୂରଣ ହେବ। ଆପଣ ଯଦି ଏହି ବ୍ୟାଙ୍କରେ ଚାକିରି କରିବାକୁ ଚାହାନ୍ତି ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

ପଞ୍ଜାବ ନେସ୍‌ନାଲ୍ ବ୍ୟାଙ୍କରେ ପୂରଣ ହେବ ୨୫୦୦ରୁ ଅଧିକ ପଦବୀ

ବ୍ୟାଙ୍କରେ ଚାକିରି କରିବାକୁ ଇଛା ଓ ଜରୁରୀ ଯୋଗ୍ୟତା ଥିବା ଯୁବକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ପଞ୍ଜାବ ନେସ୍‌ନାଲ୍ ବ୍ୟାଙ୍କ(PNB) ଏହି ସୁଯୋଗ ନେଇଆସିଛି। ଏନେଇ PNB ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛି। ଏହି ବିଜ୍ଞପ୍ତି ଅନୁସାରେ ଅନେକ ପଦବୀ ପୂରଣ ହେବ। ଆପଣ ଯଦି ଏହି ବ୍ୟାଙ୍କରେ ଚାକିରି କରିବାକୁ ଚାହାନ୍ତି ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

ଏହି ନିଯୁକ୍ତି ମାଧମରେ ଆପ୍ରେଣ୍ଟିସ୍ ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏନେଇ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଗ୍ରାଜୁଏସନ୍ କରିଥିବା ପିଲା ଏହାର ସୁଯୋଗ ନେଇପାରିବେ। ଏହି ନିଯୁକ୍ତି ମାଧ୍ୟରେ ୨୫୦୦ରୁ ଅଧିକ ପଦବୀ ପୂରଣ ହେବ।

ଅଧିକ ପଢ଼ନ୍ତୁ: SSC MTS Havaldar Recruitment 2024: ପୂରଣ ହେବ ୮ ହଜାରରୁ ଅଧିକ ପଦବୀ; ଦଶମ ପିଲା ନେବେ ସୁଯୋଗ

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ PNB ର ଅଫିସିଆଲ୍ ୱେବ୍‌ସାଇଟ୍‌ pnbindia.inକୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ PNB Apprentice Recruitment apply for 2700 Posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

ଖାଲି ପଦବୀ:

ଅଧିକ ପଢ଼ନ୍ତୁ: IBPS Clerk Recruitment: ବ୍ୟାଙ୍କ୍‌ରେ ଚାକିରି ଖୋଜୁଥିବା ଯୁବକଙ୍କ ପାଇଁ ସୁଯୋଗ; ପୂରଣ ହେବ ୬ ହଜାରରୁ ଅଧିକ ପଦବୀ

ଶିକ୍ଷାଗତ ଯୋଗ୍ୟତା:

ବୟସ ସୀମା:

ଦରମା:

ଆବେଦନ ଶୁଳ୍କ:

ଚୟନ ପ୍ରକ୍ରିୟା:

କିପରି କରିବେ ଆବେଦନ:

ଅଧିକ ପଢ଼ନ୍ତୁ: HCL Recruitment 2024: HCLରେ ପୂରଣ ହେବ ଜୁନିଅର ମ୍ୟାନେଜର ପଦବୀ; ଦରମା ୧ ଲକ୍ଷ ୨୦ ହଜାର