Advertisment

ଫାର୍ମାସିଷ୍ଟ, ଷ୍ଟାଇପେଣ୍ଡାରୀ ଟ୍ରେନି, ନର୍ସ ଆଦି ପାଇଁ ବାହାରିଲା ନିଯୁକ୍ତି

NPCIL ବୈଜ୍ଞାନିକ ସହାୟକ, ଫାର୍ମାସିଷ୍ଟ, ଷ୍ଟାଇପେଣ୍ଡାରୀ ଟ୍ରେନି, ନର୍ସ, ଆସିଷ୍ଟାଣ୍ଟ ଗ୍ରେଡ୍ -୧ ଏବଂ ଅନ୍ୟାନ୍ୟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଯେଉଁ ପ୍ରାର୍ଥୀମାନେ ଏହି ପୋଷ୍ଟଗୁଡିକରେ ଚାକିରି କରିବାକୁ ଚାହାନ୍ତି ଏବଂ ସମସ୍ତ ଯୋଗ୍ୟତା ମାନଦଣ୍ଡ ପୂରଣ କରିଛନ୍ତି ସେମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ।

ଅଦ୍ୟତନ ହୋଇଛି
NPCIL recruitment 2022

Government Jobs NPCIL

Advertisment

ଆଣବିକ ଶକ୍ତି ନିଗମ ଇଣ୍ଡିଆ ଲିମିଟେଡ୍ (NPCIL) ବୈଜ୍ଞାନିକ ସହାୟକ, ଫାର୍ମାସିଷ୍ଟ, ଷ୍ଟାଇପେଣ୍ଡାରୀ ଟ୍ରେନି, ନର୍ସ, ଆସିଷ୍ଟାଣ୍ଟ ଗ୍ରେଡ୍ -୧ ଏବଂ ଅନ୍ୟାନ୍ୟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଯେଉଁ ପ୍ରାର୍ଥୀମାନେ ଏହି ପୋଷ୍ଟଗୁଡିକରେ ଚାକିରି କରିବାକୁ ଚାହାନ୍ତି ଏବଂ ସମସ୍ତ ଯୋଗ୍ୟତା ମାନଦଣ୍ଡ ପୂରଣ କରିଛନ୍ତି ସେମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍‌ରେ ଆବେଦନ କରିବାର ଆରମ୍ଭ ତାରିଖ – ୦୬ । ୧୨ । ୨୦୨୨(ସକାଳ ୧୦ଟାରୁ)
  • ଅନ୍‌ଲାଇନ୍ ଆବେଦନ ପାଇଁ ଶେଷ ତାରିଖ – ୦୫ । ୦୧ । ୨୦୨୩ (ଅପରାହ୍ଣ ୪ଟା)
  • ଅନ୍‌ଲାଇନ୍ ପରୀକ୍ଷା - ସମ୍ଭବତଃ ଫେବୃଆରୀ ୨୦୨୩

ପଦବୀ ସଂଖ୍ୟା:

  • ମୋଟ୍ ପଦବୀ : ୨୪୩
  • ବୈଜ୍ଞାନିକ ସହାୟକ ସି / ଷ୍ଟାଇପେଣ୍ଡାରୀ ଟ୍ରେନି - ୨୦୪
  • ନର୍ସ ୧ – ୩
  • ଆସିସ୍‌ଷ୍ଟାଣ୍ଟ୍ ଗ୍ରେଡ୍-୧(HR) – ୧୨
  • ଆସିସ୍‌ଷ୍ଟାଣ୍ଟ୍ ଗ୍ରେଡ୍-୧(F&A) – ୭
  • ଆସିସ୍‌ଷ୍ଟାଣ୍ଟ୍ ଗ୍ରେଡ୍-୧(C&MM) – ୫
  • ଷ୍ଟେନୋ ଗ୍ରେଡ୍ -୧ – ୧୧
Advertisment

ଅଧିକ ପଢ଼ନ୍ତୁ:୧୦ମ, ୧୨ଶ ପାଶ୍‌ ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ; ନୌସେନାରେ ପାଇପାରିବେ ଚାକିରି

ବୟସ ସୀମା:

  • ବୈଜ୍ଞାନିକ ସହାୟକ ସି / ଷ୍ଟାଇପେଣ୍ଡାରୀ ଟ୍ରେନି – ୧୮ ରୁ ୩୫
  • ନର୍ସ ୧ – ୧୮ରୁ ୩୦
  • ଆସିସ୍‌ଷ୍ଟାଣ୍ଟ୍ ଗ୍ରେଡ୍-୧(HR) – ୨୧ରୁ ୨୮
  • ଆସିସ୍‌ଷ୍ଟାଣ୍ଟ୍ ଗ୍ରେଡ୍-୧(F&A) – ୨୧ରୁ ୨୮
  • ଆସିସ୍‌ଷ୍ଟାଣ୍ଟ୍ ଗ୍ରେଡ୍-୧(C&MM) – ୨୧ରୁ ୨୮
  • ଷ୍ଟେନୋ ଗ୍ରେଡ୍ -୧ – ୨୧ରୁ ୨୮
Advertisment

ଯୋଗ୍ୟତା:

  • ବୈଜ୍ଞାନିକ ସହାୟକ - ଏଥିପାଇଁ ଆବେଦନ କରୁଥିବା ବ୍ୟକ୍ତିଙ୍କ ପାଖରେ ଡିପ୍ଲୋମା (ପ୍ରାସଙ୍ଗିକ ଇଞ୍ଜିନିୟରିଂ ଅନୁଶାସନ) / ବିଏସ୍‌ସୀ ଜରୁରୀ ।
  • ଷ୍ଟାଇପେଣ୍ଡାରୀ ଟ୍ରେନି - ଏଥିପାଇଁ SSC, HSC, ଡିପ୍ଲୋମା (ପ୍ରାସଙ୍ଗିକ ଇଞ୍ଜିନିୟରିଂ ଅନୁଶାସନ) / ବିଏସ୍‌ସୀ ଜରୁରୀ।
  • ନର୍ସ - ଏହି ପୋଷ୍ଟ ପାଇଁ ଆବେଦନ କରିବାକୁ, ଦ୍ୱାଦଶ ଶ୍ରେଣୀ, ଡିପ୍ଲୋମା (ନର୍ସିଂ ଆଣ୍ଡ୍‌ ମିଡୱାଇଫେରୀ), ବିଏସ୍‌ସି। (ନର୍ସିଂ) ହେବା ଉଚିତ।
  • ଫାର୍ମାସିଷ୍ଟ – ଏଥିପାଇଁ HSC, ଡିପ୍ଲୋମା (ଫାର୍ମାସି) ରହିବା ଉଚିତ୍।
  • ଆସିଷ୍ଟାଣ୍ଟ ଗ୍ରେଡ୍-୧- ଏଥିପାଇଁ ଆବେଦନ କରିବାକୁ ଯୈକୌଣସି ସ୍ନାତକ ଡିଗ୍ରୀ ରହିବା ଉଚିତ୍।
  • ଷ୍ଟେନୋ ଗ୍ରେଡ୍-୧ – ଗ୍ରାଜୁଏସନ ସହି ଷ୍ଟେନୋ କରିଥିବା ଉଚିତ।

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା /ସାକ୍ଷାତକାର
  • ଦକ୍ଷତା ଟେଷ୍ଟ୍ / ଟାଇପ୍ ଟେଷ୍ଟ୍ / ସାକ୍ଷାତକାର
  • ଡକ୍ୟୁମେଣ୍ଟ୍ ଯାଞ୍ଚ
  • ମେଡିକାଲ୍ ଟେଷ୍ଟ୍

କିପରି କରିବେ ଆବେଦନ:

  • ପ୍ରଥମେ ଅଫିସିଆଲ୍ ୱେବ୍‌ସାଇଟ୍‌କୁ ଯାଆନ୍ତୁ (npcilcareers.co.in)
  • ବିଜ୍ଞପ୍ତିକୁ ଭଲ ଭାବେ ପଢନ୍ତୁ
  • ଏହାପରେ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ
  • ଏଠାରେ ଠିକ୍ ଫର୍ମ ପୂରଣ କରନ୍ତୁ
  • ଆବଶ୍ୟକ ଡକ୍ୟୁମେଣ୍ଟ୍, ଫଟୋ, ସିଗ୍ନେଚର ଅପ୍‌ଲୋଡ୍ କରନ୍ତୁ
  • ବିଭାଗ ଅନୁସାରେ ଆବେଦନ ଶୁଳ୍କ ପୈଠ କରନ୍ତୁ
  • ଆବେଦନ ଫର୍ମ Submit କରନ୍ତୁ
  • ଏହାର ଏକ ପ୍ରିଣ୍ଟ୍ ବାହାର କରି ରଖନ୍ତୁ
Govt Jobs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ