Advertisment

PGCIL Trainee Registration 2024: PGCIL ରେ ପୂରଣ ହେବ ଟ୍ରେନି ପୋଷ୍ଟ; ସୁଯୋଗ ପାଇବେ ୭୫୦ରୁ ଅଧିକ

ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ପାୱାର ଗ୍ରୀଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ (PGCIL)ରେ ଟ୍ରେନି ପୋଷ୍ଟ ପୂରଣ ହେବ। ଓଡ଼ିଶାରେ ୩୨ଟି ପଦବୀ ପୂରଣ ହେବ।

ଅଦ୍ୟତନ ହୋଇଛି
PGCIL Trainee Registration 2024

PGCIL Trainee Registration 2024

Advertisment

ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ପାୱାର ଗ୍ରୀଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ (PGCIL)ରେ ଟ୍ରେନି ପୋଷ୍ଟ ପୂରଣ ହେବ। ଏନେଇ PGCIL ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

Advertisment

ଏହି ନିଯୁକ୍ତି ମାଧ୍ୟମରେ PGCIL ରେ ଡିପ୍ଲୋମା ଟ୍ରେନି, ଜୁନିଅର୍ ଅଫିସର୍ ଟ୍ରେନି, ଆସିଷ୍ଟାଣ୍ଟ୍ ଟ୍ରେନି ଆଦି ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ନିଯୁକ୍ତି ମାଧ୍ୟମରେ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏନେଇ ୭୫୦ରୁ ଅଧିକ ପଦବୀ ପୂରଣ ହେବ। ଦେଶର ଅନେକ ରାଜ୍ୟରେ ଏହି ପଦବୀ ପୂରଣ ହେବାକୁ ଥିବା ବେଳେ ଓଡ଼ିଶାରେ ୩୨ଟି ପଦବୀ ପୂରଣ ହେବ।

ଅଧିକ ପଢ଼ନ୍ତୁ: Railway Technician Recruitment: ଆପଣ RRB ଅଧୀନରେ ଟେକ୍ନିସିଆନ ପଦବୀ ପାଇଁ ଆବେଦନ କରିଛନ୍ତି କି… ସଚେତନ ହୁଅନ୍ତୁ…

Advertisment

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ PGCIL ର ଅଫିସିଆଲ୍ ୱେବ୍‌ସାଇଟ୍‌ powergrid.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏଇ ଲିଙ୍କ୍ PGCIL Trainee Registration 2024 Post apply for 795 Trade Apprentices post Notication ଉପରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୨୨ ଅକ୍ଟୋବର ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୧୨ ନଭେମ୍ବର ୨୦୨୪
  • ଲିଖିତ ପରୀକ୍ଷା – ଜାନୁଆରୀ/ଫେବୃଆରୀ(ସମ୍ଭାବନା)
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
Advertisment

ଖାଲି ପଦବୀ:

  • UR – ୩୬୪ଟି ପୋଷ୍ଟ୍‌
  • EWS – ୬୮ଟି ପୋଷ୍ଟ୍‌
  • OBC – ୧୭୧ଟି ପୋଷ୍ଟ୍‌
  • SC – ୧୨୯ଟି ପୋଷ୍ଟ୍‌
  • ST – ୬୩ଟି ପୋଷ୍ଟ୍‌
  • ମୋଟ୍ – ୭୯୫ଟି ପୋଷ୍ଟ୍
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଯୋଗ୍ୟତା:

  • ଏହି ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ଭିନ୍ନ ଭିନ୍ନ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ବିଜ୍ଞପ୍ତିରେ ନାହିଁ
  • ସର୍ବାଧିକ ବୟସ – ୨୭ ବର୍ଷ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଷ୍ଟାଇପେଣ୍ଡ୍:

  • ସର୍ବନିମ୍ନ ଦରମା – ୨୪,୦୦୦ ଟଙ୍କା
  • ସର୍ବାଧିକ ଦରମା – ୨,୧୫,୦୦୦ ଟଙ୍କା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • DTE/DTC/JOT (HR)/JOT (F&A – ୩୦୦ ଟଙ୍କା
  • Asst. Tr. (F&A) – ୩୦୦ ଟଙ୍କା
  • ସାଧାରଣ ବର୍ଗ/ OBC/EWS – ୩୦୦ ଟଙ୍କା
  • SC/ST /PWBD/ESM – ଦେୟମୁକ୍ତ
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା
  • କମ୍ପ୍ୟୁଟର ଆଧାରିତ ପରୀକ୍ଷା(CBT)
  • କମ୍ପ୍ୟୁଟର କୌଶଳ ପରୀକ୍ଷା(CST)
  • ଡକ୍ୟୁମେଣ୍ଟ୍ ଯାଞ୍ଚ

ଅଧିକ ପଢ଼ନ୍ତୁ: WCL Recruitment 2024: ୱେଷ୍ଟର୍ଣ୍ଣ କୋଲଫିଲ୍ଡସ୍ ଲିମିଟେଡ୍‌ରେ ପୂରଣ ହେବ ୯୦୦ରୁ ଅଧିକ ପଦବୀ

PGCIL Recruitment Govt Jobs Job Search Job Seekers PGCIL
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ