Advertisment

ONGC Recruitment 2025: ଅଛି କି ଏହି ଡିଗ୍ରୀ; ମିଳିପାରେ ୧.୮ ଲକ୍ଷ ଟଙ୍କିଆ ଚାକିରି

ତୈଳ ଏବଂ ପ୍ରାକୃତିକ ଗ୍ୟାସ୍‌ ନିଗମ ଲିମିଟେଡ୍ (ONGC) ଆପଣଙ୍କ ପାଇଁ ନେଇଆସିଛି ଆସିଛି ସୁଯୋଗ। AEE ଏବଂ ଜିଓଫିଜିକ୍ ପଦବୀ ପୂରଣ ହେବ। ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

ONGC Recruitment 2025 apply for 108 post

ONGC Recruitment 2025 apply for 108 post

Advertisment

ଆପଣ ଗ୍ରାଜୁଏସନ୍‌ ଡିଗ୍ରୀ କରି ଘରେ ଅଛନ୍ତି ଆଉ ଚାକିରି ଖୋଜୁଛନ୍ତି କି? ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ତୈଳ ଏବଂ ପ୍ରାକୃତିକ ଗ୍ୟାସ୍‌ ନିଗମ ଲିମିଟେଡ୍ (ONGC) ଏହି ସୁଯୋଗ ଆଣିଛି। ଏନେଇ ONGC ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

Advertisment

ଏହି ନିଯୁକ୍ତି ମାଧ୍ୟମରେ ONGC ରେ AEE ଏବଂ ଜିଓଫିଜିକ୍ ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ୧୦୮ଟି ପଦବୀ ପୂରଣ ହେବ।

ଅଧିକ ପଢ଼ନ୍ତୁ: ଭାରତୀୟ ସେନାରେ ଚାକିରି ସୁଯୋଗ: ଦରମା ୨ଲ‍କ୍ଷ ୫୦ହଜାର

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଭାରତୀୟ ONGC ର ଅଫିସିଆଲ୍ ୱେବ୍‌ସାଇଟ୍‌ ongcindia.com. କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ ONGC Recruitment 2025 apply for 108 post Notificationରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଶେଷ – ଚାଲିଛି
  • ହାର୍ଡ କପି ଆବେଦନ ଶେଷ – ୨୪ ଜାନୁଆରୀ ୨୦୨୫
  • ପରୀକ୍ଷା – ୨୩ ଫେବୃଆରୀ ୨୦୨୫
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଖାଲି ପଦବୀ:

  • ଭୂବିଜ୍ଞାନୀ – ୦୫ଟି ପୋଷ୍ଟ୍‌
  • ଜିଓଫିଜିକ୍ (ଭୂତଳ – ୦୩ଟି ପୋଷ୍ଟ୍‌
  • ଜିଓଫିଜିକ୍ (ୱେଲ୍ସ) – ୦୨ଟି ପୋଷ୍ଟ୍‌
  • AEE (ଉତ୍ପାଦନ-ମେକାନିକାଲ୍) – ୧୧ଟି ପୋଷ୍ଟ୍‌
  • AEE (ଉତ୍ପାଦନ- ପେଟ୍ରୋଲିୟମ) – ୧୯ଟି ପୋଷ୍ଟ୍‌
  • AEE (ଉତ୍ପାଦନ-କେମିଷ୍ଟ୍) – ୨୩ଟି ପୋଷ୍ଟ୍‌
  • AEE (ଡ୍ରିଲିଂ-ମେକାନିକାଲ୍) – ୨୩ଟି ପୋଷ୍ଟ୍‌
  • AEE (ଡ୍ରିଲିଂ- ପେଟ୍ରୋଲିୟମ) – ୦୬ଟି ପୋଷ୍ଟ୍‌
  • AEE (ମେକାନିକାଲ୍) – ୦୬ଟି ପୋଷ୍ଟ୍‌
  • AEE (ବୈଦ୍ୟୁତିକ) – ୧୦ଟି ପୋଷ୍ଟ୍‌
  • ମୋଟ ପ୍ରାର୍ଥୀ – ୧୦୮ଟି ପୋଷ୍ଟ୍‌
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
Advertisment

ଯୋଗ୍ୟତା:

  • ଭୂବିଜ୍ଞାନୀ ପଦ ପାଇଁ ଆବେଦନ କରିବାକୁ ପ୍ରାର୍ଥୀ ଜିଓଲୋଜିରେ ଅତିକମରେ ୬୦% ମାର୍କ ରଖି ପୋଷ୍ଟ୍ ଗ୍ରାଜୁଏଟ୍ ଡିଗ୍ରୀ କରିଥିବେ କିମ୍ବା ପେଟ୍ରୋଲିୟମ ଜିଓସାଇନ୍ସରେ ୬୦% ମାର୍କ ସହିତ MSc ବା M.Tech ଡିଗ୍ରୀ ହାସଲ କରିଥିବେ।
  • AEE ପୋଷ୍ଟଗୁଡିକ ପାଇଁ, ପ୍ରାର୍ଥୀମାନେ ଅତି କମରେ ୬୦% ମାର୍କ ସହିତ ସମ୍ପୃକ୍ତ ବିଷୟରେ ଗ୍ରାଜୁସନ ଡିଗ୍ରୀ ହାସଲ କରିବା ଆବଶ୍ୟକ।
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୨୬ ବର୍ଷ
  • ସର୍ବାଧିକ ବୟସ – ୪୨ ବର୍ଷ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଅଧିକ ପଢ଼ନ୍ତୁ: ପ୍ରଥମ ଚେଷ୍ଟାରେ ସାକ୍ଷାତକାରରେ ପାସ୍ ହେବାକୁ ଚାହୁଁଛନ୍ତି କି… ଆପଣଙ୍କ ପାଇଁ ୫ଟି ଟିପ୍ସ

ଦରମା:

  • ସର୍ବନିମ୍ନ ଦରମା – ୬୦, ୦୦୦ ଟଙ୍କା
  • ସର୍ବାଧିକ ଦରମା – ୧,୮୦, ୦୦୦ ଟଙ୍କା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ/OBC/EWS – ୧୦୦୦ ଟଙ୍କା
  • SC/ST/PwBD – ଦେୟମୁକ୍ତ
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • କମ୍ପ୍ୟୁଟର ଆଧାରିତ ପରୀକ୍ଷା
  • ବ୍ୟକ୍ତିଗତ ସାକ୍ଷାତକାର
  • ଡକ୍ୟୁମେଣ୍ଟ୍ ଯାଞ୍ଚ

ଅଧିକ ପଢ଼ନ୍ତୁ: ଦ୍ୱାଦଶ ପରେ କ’ଣ କରିବେ ଚିନ୍ତାରେ ଅଛନ୍ତି କି… କରନ୍ତୁ ଏହି କୋର୍ସ, ସାଙ୍ଗେ ସାଙ୍ଗେ ମିଳିବ ଚାକିରି

Govt Jobs Job Search ONGC Jobs Job Seekers Govt Job Recruitment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ