Advertisment

Odisha Police Recruitment 2024: ଓଡ଼ିଶା ପୋଲିସ୍‌ରେ ପୂରଣ ହେବ ଡ୍ରାଇଭର୍ ପଦବୀ

ଓଡ଼ିଶା ପୋଲିସ୍‌ରେ ଚାକିରି ପାଇଁ ଅନେକ ଯୁବକ ସ୍ୱପ୍ନ ଦେଖୁଥାନ୍ତି। ଆପଣଙ୍କର ଯଦି ଏମିତି ସ୍ୱପ୍ନ ଥାଏ ତେବେ ଏହି ସୁଯୋଗ ହାତଛଡା କରନ୍ତୁ ନାହିଁ। ଓଡିଶା ପୋଲିସ ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।

ଅଦ୍ୟତନ ହୋଇଛି
Odisha Police Driver  Recruitment 2024 Apply for 405 posts

Odisha Police Driver Recruitment 2024 Apply for 405 posts

Advertisment

ଓଡ଼ିଶାରେ ରହି ସରକାରୀ ଚାକିରି କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଓଡ଼ିଶା ପୋଲିସ୍‌ରେ ଚାକିରି କରିବାକୁ ଚାହୁଥିବା ପ୍ରାର୍ଥୀ ଏହାର ଫାଇଦା ନେବେ। ଆପଣଙ୍କର ଯଦି ଏମିତି ସ୍ୱପ୍ନ ଥାଏ ତେବେ ଏହି ସୁଯୋଗ ହାତଛଡା କରନ୍ତୁ ନାହିଁ। ଓଡିଶା ପୋଲିସ ଏହି ସୁଯୋଗ ନେଇ ଆସିଛି। ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।

Advertisment

ଏହି ନିଯୁକ୍ତି ମାଧ୍ୟମରେ ଓଡ଼ିଶା ପୋଲିସ୍‌ରେ ଡ୍ରାଇଭର୍ ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ନିଯୁକ୍ତି ମାଧ୍ୟମରେ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏନେଇ ୪୦୦ରୁ ଅଧିକ ପଦବୀ ପୂରଣ ହେବ। ଫାଇଦା ନେବେ ଦଶମ ପାଶ୍ କରିଥିବା ପ୍ରାର୍ଥୀ।

ଅଧିକ ପଢ଼ନ୍ତୁ: ITBP Doctor Recruitment 2024: ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସରେ ପୂରଣ ହେବ ମେଡିକାଲ୍ ଅଫିସର ପଦବୀ

Advertisment

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଓଡ଼ିଶା ପୋଲିସ୍‌ର ଅଫିସିଆଲ୍ ୱେବ୍‌ସାଇଟ୍‌ https://odishapolice.gov.in/ କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ Odisha Police Driver Recruitment 2024 Apply for 405 posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୧୧ ଅକ୍ଟୋବର ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୩୧ ଅକ୍ଟୋବର ୨୦୨୪
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
Advertisment

ଖାଲି ପଦବୀ:

  • UR – ୨୧୬ଟି ପୋଷ୍ଟ୍‌
  • SC – ୫୧ଟି ପୋଷ୍ଟ୍‌
  • ST – ୧୩୮ଟି ପୋଷ୍ଟ୍‌
  • ମୋଟ୍ – ୪୦୫ଟି ପୋଷ୍ଟ୍
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଯୋଗ୍ୟତା:

  • ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦଶମ ପାଶ୍
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮ବର୍ଷ
  • ସର୍ବାଧିକ ବୟସ – ୨୩ବର୍ଷ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା
  • ଡ୍ରାଇଭିଂ ଟେଷ୍ଟ୍
  • ଶାରିରୀକ ମାନକ ଟେଷ୍ଟ୍ (PST)
  • ଶାରିରୀକ ଦକ୍ଷତା ଟେଷ୍ଟ୍ (PET)
  • ଡକ୍ୟୁମେଣ୍ଟ ଯାଞ୍ଚ

ଅଧିକ ପଢ଼ନ୍ତୁ: RRC WR Recruitment 2024: ରେଳବାଇରେ ପୁଣି ନିଯୁକ୍ତି ସୁଯୋଗ; ପୂରଣ ହେବ ୫ ହଜାରରୁ ଅଧିକ ପଦବୀ

Odisha Police Govt Jobs Job Search Job Seekers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ