Odisha Police Constable Recruitment 2024: ଓଡ଼ିଶା ପୋଲିସ୍‌ରେ ପୂରଣ ହେବ ୧୩ ଶହରୁ ଅଧିକ ପଦବୀ; ସୁଯୋଗ ନେବେ ଦଶମ ପିଲା

ଆପଣ ଯଦି ଦଶମ ପାଶ୍ କରିଛନ୍ତି ଆଉ ଓଡ଼ିଶା ପୋଲିସ୍‌ରେ ଚାକିରି କରିବାର ସ୍ୱପ୍ନ ଦେଖୁଛନ୍ତି, ତେବେ ଏହି ସୁଯୋଗ ଆପଣଙ୍କ ପାଇଁ। ଓଡ଼ିଶା ପୋଲିସ୍ ବିଭାଗ, କଟକ ଏହି ସୁଯୋଗ ନେଇ ଆସିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।

ଓଡ଼ିଶା ପୋଲିସ୍‌ରେ ପୂରଣ ହେବ ୧୩ ଶହରୁ ଅଧିକ ପଦବୀ

ଆପଣ ଓଡ଼ିଶା ପୋଲିସ୍‌ରେ ଚାକିରି କରିବାର ସ୍ୱପ୍ନ ଦେଖୁଛନ୍ତି କି? ଯଦି ହଁ, ତେବେ ଏହି ସୁଯୋଗ ହାତଛଡା କରନ୍ତୁ ନାହିଁ। ଓଡ଼ିଶା ପୋଲିସ୍ ବିଭାଗ, କଟକ ଏହି ସୁଯୋଗ ନେଇ ଆସିଛି। ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।

ଅଧିକ ପଢ଼ନ୍ତୁ: RRC WR Recruitment 2024: ରେଳବାଇରେ ପୁଣି ନିଯୁକ୍ତି ସୁଯୋଗ; ପୂରଣ ହେବ ୫ ହଜାରରୁ ଅଧିକ ପଦବୀ

ଏହି ନିଯୁକ୍ତି ମାଧ୍ୟମରେ ଓଡ଼ିଶା ପୋଲିସ୍‌ରେ Sepoys/Constable ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡ଼ିବ। ଏହି ନିଯୁକ୍ତି ମାଧ୍ୟମରେ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏନେଇ ୧୩ ଶହରୁ ଅଧିକ ପଦବୀ ପୂରଣ ହେବ। ଦଶମ ପାଶ ପିଲା ଏହାର ସୁଯୋଗ ନେବେ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଓଡ଼ିଶା ପୋଲିସ୍‌ର ଅଫିସିଆଲ୍ ୱେବ୍‌ସାଇଟ୍‌ odishapolice.gov.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ Odisha Police Constable Recruitment 2024 Apply for 1360 posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

ଅଧିକ ପଢ଼ନ୍ତୁ: Indian Coast Guard Recruitment 2024: ଭାରତୀୟ ତଟରକ୍ଷୀ ବାହିନୀରେ ଚାକିରି; ୫୬ବର୍ଷରେ କରିପାରିବେ ଆବେଦନ

ଖାଲି ପଦବୀ:

ଯୋଗ୍ୟତା:

ବୟସ ସୀମା:

ମାସିକ ଦରମା:

ଆବେଦନ ଶୁଳ୍କ:

ଚୟନ ପ୍ରକ୍ରିୟା:

ଅଧିକ ପଢ଼ନ୍ତୁ: Canara Bank Recruitment 2024: କାନାରା ବ୍ୟାଙ୍କରେ ପୂରଣ ହେବ ୩ ହଜାର ପଦବୀ; ଜାଣନ୍ତୁ ଓଡ଼ିଶାରେ କେତେ ହେବେ ପୋଷ୍ଟିଂ