OMC Recruitment 2024: OMC ରେ ପୂରଣ ହେବ ମ୍ୟାନେଜର-ମେଡିକାଲ ଅଫିସର ପଦବୀ; ଦରମା ୬୭ ହଜାର ପରେ

ଓଡିଶା ମାଇନିଂ କର୍ପୋରେସନ୍ ଲିମିଟେଡ୍ (OMC Ltd)ରେ ଚାକିରି ସୁଯୋଗ। ଏନେଇ OMC ଏକ ନୂଆ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ମାଧ୍ୟମରେ ମ୍ୟାନେଜର ଓ ମେଡିକାଲ୍ ଅଫିସର୍ ପଦବୀ ପୂରଣ ହେବ।

OMC ରେ ପୂରଣ ହେବ ମ୍ୟାନେଜର-ମେଡିକାଲ ଅଫିସର ପଦବୀ

ଓଡିଶା ମାଇନିଂ କର୍ପୋରେସନ୍ ଲିମିଟେଡ୍ (OMC Ltd)ରେ ଚାକିରି ସୁଯୋଗ। ଏନେଇ OMC ଏକ ନୂଆ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ମାଧ୍ୟମରେ ମ୍ୟାନେଜର ଓ ମେଡିକାଲ୍ ଅଫିସର୍ ପଦବୀ ପୂରଣ ହେବ।

ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଅଫ୍‌ଲାଇନ୍ ମାଧ୍ୟମରେ ହେଉଥିବା ବେଳେ ଏଥିପାଇଁ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ମ୍ୟାନେଜ୍‌ମେଣ୍ଟ୍ ଓ ଟେକ୍ନିକାଲ୍ ପାଶ୍ କରିଥିବା ପ୍ରାର୍ଥୀ ଏହାର ସୁଯୋଗ ନେଇପାରିବେ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ OMC ର ଅଫିସିଆଲ୍ ୱେବ୍‌ସାଇଟ୍ https://omcltd.inକୁ ଯାଇ ଏହାର ତଦାରଖ କରିପାରିବେ। ଯେଉଁମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍‌ Odisha Mining Corporation OMC Recruitment Apply For Manager Post Notification ଉପରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

ଅଧିକ ପଢ଼ନ୍ତୁ: SSC ବିଜ୍ଞାପନ ପ୍ରକାଶ; ପୂରଣ ହେବ ୫ ହଜାରରୁ ଅଧିକ ପଦବୀ

ଖାଲି ପଦବୀ:

ଶିକ୍ଷାଗତ ଯୋଗ୍ୟତା:

ବୟସ ସୀମା:

ବୟସ କୋହଳ:

ଚୟନ ପ୍ରକ୍ରିୟା:

ଦରମା:

ଆବେଦନ ଶୁଳ୍କ:

ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍:

ଅଧିକ ପଢ଼ନ୍ତୁ: ରାଉର୍‌କେଲା ଷ୍ଟିଲ୍ ପ୍ଲାଣ୍ଟରେ ଚାକିରି; ଦଶମ ପିଲା ମଧ୍ୟ କରିପାରିବେ ଆବେଦନ

କିପରି କରିବେ ଆବେଦନ:

Executive Director (P&A) Odisha Mining Corporation Ltd. Post Box No-34, OMC House, Bhubaneswar – 751001