Advertisment

JuniorTeacher: ଖୁସି ଖବର ଦେଲେ ସରକାର; ବଢ଼ିଲା କନିଷ୍ଠ ଶିକ୍ଷକଙ୍କ ଦରମା

କନିଷ୍ଠ ଶିକ୍ଷକଙ୍କୁ ଖୁସି କରାଇଲେ ସରକାର। ବଢ଼ିଲା ଦରମା। କନିଷ୍ଠ ଶିକ୍ଷକଙ୍କ ଦରମା ବୃଦ୍ଧି କଲେ ରାଜ୍ୟ ସରକାର। ମାସିକ ଦରମା  ୫ହଜାରକୁ ବୃଦ୍ଧି ହୋଇଛି।

ଅଦ୍ୟତନ ହୋଇଛି
Unior teachers

Unior teachers

Advertisment

ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କୁ ଖୁସି କରାଇଲେ ସରକାର। ବଢ଼ିଲା ଦରମା। କନିଷ୍ଠ ଶିକ୍ଷକଙ୍କ ଦରମା ବୃଦ୍ଧି କଲେ ରାଜ୍ୟ ସରକାର। ମାସିକ ଦରମା ୫ହଜାରକୁ ବୃଦ୍ଧି ହୋଇଛି।

Advertisment

ପୂର୍ବରୁ କନିଷ୍ଠ ଶିକ୍ଷକମାନେ ୧୧ ହଜାର ଟଙ୍କା ପାଉଥିଲେ। ଦରମା ବୃଦ୍ଧି ପରେ ୧୬ ହଜାର ଟଙ୍କା ପାଇବେ କନିଷ୍ଠ ଶିକ୍ଷକ। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲର ଶିକ୍ଷକଙ୍କୁ ବର୍ଦ୍ଧିତ ଦରମା ମିଳିବ।

ସ୍କିମାଟିକ୍ କନିଷ୍ଠ ଶିକ୍ଷକମାନେ ଦରମା ବୃଦ୍ଧି ପାଇଁ ବିଭିନ୍ନ ସମୟରେ ସରକାରଙ୍କ ନିକଟରେ ଦାବି କରି ଆସୁଥିଲେ। ଦରମା ବୃଦ୍ଧି ନ ହେଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଥିଲେ।  

Advertisment

ସରକାର ସେମାନଙ୍କ ଦାବି ଶୁଣିଛନ୍ତି।  ସେମାନଙ୍କ ଦରମାକୁ ବୃଦ୍ଧି କରିଛନ୍ତି। ଦରମା ବୃଦ୍ଧି ପରେ ଖୁସି ବ୍ୟକ୍ତ କରିଛନ୍ତି କନିଷ୍ଠ ଶିକ୍ଷକ।  ଏଥିପାଇଁ ସରକାରଙ୍କୁ ଧନ୍ୟବାଦ ଜଣାଛନ୍ତି କନିଷ୍ଠ ଶିକ୍ଷକ। ଦରମା ବୃଦ୍ଧି ହେବା ଯୋଗୁ  ରାଜ୍ୟରେ ୧୧ହଜାରୁ ଅଧିକ ସ୍କିମାଟିକ୍ କନିଷ୍ଠ ଶିକ୍ଷକ ଉପକୃତ ହେବେ।    

ଅଧିକ ପଢନ୍ତୁ : କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା: ମେରିଟ୍ ଲିଷ୍ଟ କାଏମ୍‌ ରଖିଲେ ହାଇକୋର୍ଟ

Advertisment
Bhubaneswar CMO Junior Teachers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ