Advertisment

NTPCରେ ଖାଲିପଡିଛି ୬୦ଟି ପଦବୀ, ତୁରନ୍ତ କରନ୍ତୁ ଆବେଦନ

ଆପଣ NTPCରେ ଚାକିରୀ କରିବାକୁ ଚାହୁଁଛନ୍ତି କି ?NTPC ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ଏନଟିପିସି ଅଧିନରେ ବିଭିନ୍ନ ପ୍ରାଜେକ୍ଟ ପାଇଁ ୬୦ଟି ପଦବୀ ଖାଲି ପଡିଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ମାନେ ଏ ନେଇ ଆବେଦନ କରିପାରିବେ ।

ଅଦ୍ୟତନ ହୋଇଛି
ntpc recruitment

ntpc recruitment

Advertisment

ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର। NTPCରେ ଇଂଜିନିୟରିଂ ଏଗଜିକ୍ୟୁଟିଭି ଟ୍ରେନି, ଏଗଜିକ୍ୟୁଟିଭି ଟ୍ରେନି ଏବଂ ଜେନେରାଲ ଡ୍ୟୁଟି ମେଡିକାଲ ଅଫିସର ପଦବୀ ଖାଲିପଡିଛି। ଏହି ପଦବୀରେ ଆବେଦନ ପାଇଁ ଯୋଗ୍ୟ ଓ ଇଚ୍ଛୁକ ପ୍ରାର୍ଥୀ ବିଭାଗର ଅଫସିଆଲ ୱେବସାଇଟcareers.ntpc.co.in କୁ ଯାଇ ଅନଲାଇନ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ୨୧ ମାର୍ଚ୍ଚ ୨୦୨୨ ରହିଛି। ଅଧିକ ଜାଣିବା ପାଇଁ https://www.ntpc.co.in/en କ୍ଲିକ କରି ଆବେଦନ କରିପାରିବେ।

Advertisment

NTPC ରେ ଆବେଦନ ପାଇଁ ମୋଟ୍ ୬୦ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଗଜିକ୍ୟୁଟିଭି ଟ୍ରେନିଂ(ଫାଇନାନ୍ସ)/CA/CMA ପାଇଁ ୨୦ଟି ପଦବୀ, ଏଗଜିକ୍ୟୁଟିଭି ଟ୍ରେନିଂ(ଫାଇନାନ୍ସ) MBA ପାଇଁ ୧୦ଟି ପଦବୀ ରହିଛି ।

ଶିକ୍ଷାଗତ ଯୋଗ୍ୟତା ଓ ବୟସ ସୀମା:

ଭିନ୍ନ ଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ଶିକ୍ଷାଗତ ଯୋଗ୍ୟତା ନିର୍ଦ୍ଧାରଣ କରାଯାଇଛି। ଅଧିକ ଜାଣିବା ପାଇଁ ନୋଟିଫିକେସନ ଚେକ୍ କରିପାରିବେ। ପ୍ରାର୍ଥୀଙ୍କ ବୟସ ସୀମା ସର୍ବାଧିକ ୨୯ ବର୍ଷ ନିର୍ଦ୍ଧାରଣ କରାଯାଇଛି।

Advertisment

ମାସିକ ଦରମା:

ନିଯୁକ୍ତ ହେବା ଉପଯୁକ୍ତ ପ୍ରାର୍ଥୀଙ୍କୁ ମିଳିବ ମାସିକ ୪୦,୦୦୦ ରୁ ୧,୪୦,୦୦୦ ଟଙ୍କା ମିଳିବ।

NTPC Recruitment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ