ଇନଫୋସିସ୍‌ରେ ଖାଲିପଡିଛି ପଦବୀ, ତୁରନ୍ତ କରନ୍ତୁ ଆବେଦନ

ଆପଣ ଚାକିରି ଖୋଜୁଛନ୍ତି କି ? ଇନଫୋସିସ କମ୍ପାନୀ ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ଇନଫୋସିସରେ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଇନଫୋସିସ କମ୍ପାନୀ ଏଜ୍ୟୁକିଟିଭ ପଦବୀରେ ଆବେଦନ ଗ୍ରହଣ କରୁଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ତୁରନ୍ତ ଆବେଦନ କରନ୍ତୁ ।

infosys recruitment

News Summary

ଇନଫୋସିସରେ ଏଜ୍ୟୁକିଟିଭ ପଦବୀରେ କରନ୍ତୁ ଆବେଦନ

ବେକାର ଯୁବକ ଓ ଯୁବତୀଙ୍କ ପାଇଁ ଖୁସି ଖବର । ଆପଣ ଗ୍ରାଜୁଏସନ କରିବା ପରେ ଚାକିରି ଖୋଜୁଛନ୍ତି କି ? ତେବେ ଏନେଇ ଇନଫୋସିସ କଂପାନୀ ଆଣି ଦେଇଛି ବହୁ ପଦବୀ ନିଯୁକ୍ତି ପାଇଁ ସୁଯୋଗ । ଏହି ପଦବୀରେ ନିୟୋଜିତ ପାଇଁ ବେଙ୍ଗାଲୁରୁ ସ୍ଥିତ ଇନଫୋସିସରେ ହେବ।

ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା:

ଆଶାୟୀ ଓ ଯୋଗ୍ୟ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ସଂସ୍ଥା କିମ୍ବା ବିଶ୍ୱବିଦ୍ୟାଳୟରୁ କଳା, ବାଣିଜ୍ୟ, ଟେକ୍ନୋଲୋଜିରେ ସ୍ନାତକ କରିଥିବା ଜରୁରୀ ଅଟେ । ଏହି ପଦବୀ ପାଇଁ ଫ୍ରେସରର୍ସ ମାନେ ମଧ୍ୟ ଆବେଦନ କରିପାରିବେ। ତେବେ ପ୍ରାର୍ଥୀଙ୍କ ଚୟନ ଇଣ୍ଟରଭ୍ୟୁ ମାଧ୍ୟମରେ ହେବ।

ପଦବୀ ପାଇଁ କିପରି କରିବେ ଆବେଦନ: