ଭାରତୀୟ ନୌସେନା ପାଇଁ ବାହାରିଲା ଚାକିରି, ବେସିକ୍‌ ପେ’ ୫୬,୬୦୦ରୁ ଆରମ୍ଭ

ଆସନ୍ତା ଏପ୍ରିଲ ୨୯ ତାରିଖରୁ ଏହି ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ସେହିଭଳି ଆବେଦନ କରିବାର ଶେଷ ତାରିଖ ମେ’ ୧୪ ସ୍ଥିର କରାଯାଇଛି ।

Recruitment In Indian Navy

ଭାରତୀୟ ନୌସେନାରେ ବାହାରିଲା ଚାକିରି । ଖୁବ୍‌ଶୀଘ୍ର SSC ଅଫିସର ପଦବୀ ପୁରଣ ହେବାକୁ ଯାଉଛି । ଏନେଇ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ଏପ୍ରିଲ ୨୯ ତାରିଖରୁ ଏହି ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ସେହିଭଳି ଆବେଦନ କରିବାର ଶେଷ ତାରିଖ ମେ’ ୧୪ ସ୍ଥିର କରାଯାଇଛି ।

ଭାରତୀୟ ନୌସେନାରେ ନିଯୁକ୍ତି:

ମୋଟ ପଦବୀ ସଂଖ୍ୟା ୨୪୨

ଅଧିକ ପଢ଼ନ୍ତୁ: ଓଡିଶାରେ ଭର୍ତ୍ତି ହେବେ ୨୭୫୩ ANM ; ଦରମା ୫୬ ହଜାର

ଶିକ୍ଷାଗତ ଯୋଗ୍ୟତା

ବୟସ ସୀମା

ଦରମା

ପ୍ରୋବେସନ୍‌ ପିରିୟଡ୍

ଇଚ୍ଛୁକ ପ୍ରାଥୀର୍ମାନେ ଭାରତୀୟ ନୌସେନାର ଅଫିସିଆଲ ୱେବ୍‌ସାଇଟ୍‌  www.joinindiannavy.gov.in. କୁ ଯାଇ ସମ୍ପୂଣ୍ଣ ତଥ୍ୟ ଜାଣିପାରିବେ ।