କୋଷ୍ଟ ଗାର୍ଡରେ ଖାଲିପଡିଛି ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ପଦବୀ, ତୁରନ୍ତ କରନ୍ତୁ ଆବେଦନ

କୋଷ୍ଟ ଗାର୍ଡ(ଭାରତୀୟ ତଟରକ୍ଷା ବାହିନୀ) ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ଭାରତୀୟ ତଟରକ୍ଷା ବାହିନୀରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଏନେଇ ଆବେଦନ କରିପାରିବେ ।

indian coast guard recruitment

News Summary

ଇଣ୍ଡିଆନ କୋଷ୍ଟ ଗାର୍ଡ ତରଫରୁ ଆସିଷ୍ଟାଣ୍ଟ କମାଣ୍ଟାଣ୍ଟ ପଦବୀରେ ବିଜ୍ଞପ୍ତି

ଆପଣ ଭାରତୀୟ ତଟରକ୍ଷା ବାହିନୀରେ ଚାକିରି କରିବାକୁ ଚାହଁଉଛନ୍ତି କି ? ଭାରତୀୟ ତଟରକ୍ଷା ବାହିନୀରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଗ୍ରହଣ କରୁଛି। ଇଣ୍ଡିଆନ କୋଷ୍ଟ ଗାର୍ଡ ତରଫରୁ ଆସିଷ୍ଟାଣ୍ଟ କମାଣ୍ଟାଣ୍ଟ ପଦବୀରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ କୋଷ୍ଟ ଗାର୍ଡର ଅଫିସିଆଲ ୱେବସାଇଟକୁ ଯାଇ ଅନଲାଇନ ଆବେଦନ କରିପାରିବେ। ଭାରତୀୟ ତଟରକ୍ଷା ବାହିନୀରେ ଆବେଦନ କରିବାର ପ୍ରକ୍ରିୟା ୧୬ ଫେବୃଆରୀରୁ ଆରମ୍ଭ ହୋଇ ୨୬ ଫେବୃଆରୀ ପର୍ଯ୍ୟନ୍ତ ଆବେଦନ କରିପାରିବେ।

ଆବେଦନ ଶୁଳ୍କ ଓ ଶିକ୍ଷାଗତ ଯୋଗ୍ୟତା:

ଆବେଦନକାରୀଙ୍କ ବୟସ ପଦବୀ ଅନୁସାରେ ଭିନ୍ନ ଭିନ୍ନ ରହିଛି। ଅଧିକା ଜାଣିବା ପାଇଁ ନୋଟିଫିକେସନ ଦେଖିପାରିବ। । ସାଧାରଣ ବର୍ଗ, ଓବିସି/ EWS ପ୍ରାର୍ଥୀଙ୍କ ପାଇଁ ୨୫୦ ଟଙ୍କା ରହିଥିବା ବେଳେ ଅନୁସୂଚିତ ଜାତି ଓ ଜନଜାତି ପ୍ରାର୍ଥୀ ନିଶୁଳ୍କ ଆବେଦନ କରିପାରିବେ। ଆବେଦନକାରୀଙ୍କ ଶିକ୍ଷାଗତ ଯୋଗ୍ୟତା ପଦବୀ ଅନୁସାରେ ନିର୍ଦ୍ଧାରିତ କରାଯାଇଛି।  

ଆବେଦନ ପ୍ରକ୍ରିୟା: