Advertisment

India Post Office Recruitment: ପୋଷ୍ଟାଲ୍‌ରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ; ବାର୍ଷିକ ଦରମା ୨୫ ଲକ୍ଷ

ଭାରତର ଅନେକ ଯୁବବର୍ଗ ପୋଷ୍ଟାଲ୍ ଚାକିରି ପାଇଁ ସ୍ୱପ୍ନ ଦେଖନ୍ତି। ଆପଣ ଯଦି ଭାରତୀୟ ଡାକ ସେବାରେ ଚାକିରି କରିବାକୁ ଇଚ୍ଛୁକ ତେବେ ଏହି ଖବର ଆପଣଙ୍କ ପାଇଁ। ଏନେଇ ଇଣ୍ଡିଆନ୍ ପୋଷ୍ଟାଲ୍ ପେମେଣ୍ଟ୍ ବ୍ୟାଙ୍କ(IPPB) ଏକ ବିଜ୍ଞପ୍ତି ପ୍ରକାଶ କରିଛି।

ଅଦ୍ୟତନ ହୋଇଛି
India Post Office Recruitment Apply For 54 Posts

ଏହି ନିଯୁକ୍ତି ମାଧ୍ୟମରେ IPPB ରେ ସର୍କଲ୍ ଆଧାରିତ କାର୍ଯ୍ୟନିର୍ବାହୀ ପଦବୀ ପୂରଣ ହେବ। ଏଥିପାଇଁ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏନେଇ ଉଭୟ ମହିଳା ଓ ପୁରୁଷ ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ମୋଟ୍ ୫୪ଟି ପଦବୀ ପୂରଣ ହେବ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଭାରତୀୟ ନୌସେନାର ଅଫିସିଆଲ୍ ୱେବ୍‌ସାଇଟ୍‌ https://ibpsonline.ibps.in/ippblemarc24/କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ India Post Office Recruitment Apply For 54 Posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

Advertisment

ଅଧିକ ପଢ଼ନ୍ତୁ: ITI କରି ଘରେ ବସିଛନ୍ତି କି…. DRDOରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୦୪ ମେ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୨୪ ମେ ୨୦୨୪

ଖାଲି ପଦବୀ:

  • କାର୍ଯ୍ୟନିର୍ବାହୀ (ଆସୋସିଏଟ୍ ପରାମର୍ଶଦାତା) - ୨୮ଟି ପୋଷ୍ଟ
  • କାର୍ଯ୍ୟନିର୍ବାହୀ (ପରାମର୍ଶଦାତା) - ୨୧ଟି ପୋଷ୍ଟ
  • କାର୍ଯ୍ୟନିର୍ବାହୀ (ସିନିୟର ପରାମର୍ଶଦାତା) - ୦୫ଟି ପୋଷ୍ଟ
Advertisment

ଶିକ୍ଷାଗତ ଯୋଗ୍ୟତା:

  • ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ/ଅନୁଷ୍ଠାନରୁ 10+2 ସହିତ B.E /କମ୍ପ୍ୟୁଟର ସାଇନ୍ସରେ B.Tech / ଆଇଟି / ଇଲେକ୍ଟ୍ରୋନିକ୍ସ / ଏମସିଏ / ବିସିଏ / କମ୍ପ୍ୟୁଟର ସାଇନ୍ସରେ B.Sc
  • କାର୍ଯ୍ୟ ଦକ୍ଷତା ମଧ୍ୟ ଆବଶ୍ୟକ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଅଧିକ ପଢ଼ନ୍ତୁ: ଭାରତୀୟ ନୌସେନାରେ ପୂରଣ ହେବ ୩୦୦ରୁ ଅଧିକ ପଦବୀ; ଦଶମ ପାଶ୍ ପିଲା ବି କରିବେ ଆବେଦନ

ବୟସ ସୀମା:

  • ସର୍ବନିମ୍ନ ବୟସ – ୨୨ ବର୍ଷ
  • ସର୍ବାଧିକ ବୟସ – ୪୫ ବର୍ଷ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • SC / ST / ESM/ମହିଳା – ୧୫୦ ଟଙ୍କା
  • ଅନ୍ୟାନ୍ୟ ପ୍ରାର୍ଥୀ – ୭୫୦ ଟଙ୍କା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବାର୍ଷିକ ଦରମା:

  • ସର୍ବନିମ୍ନ ବାର୍ଷିକ ଦରମା – ୧୦,୦୦,୦୦୦ ଟଙ୍କା
  • ସର୍ବାଧିକ ବାର୍ଷିକ ଦରମା – ୨୫,୦୦,୦୦୦ ଟଙ୍କା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ମାର୍କ ଆଧାରରେ
  • ଗ୍ରୁପ୍ ଡିସ୍‌କସନ
  • ବ୍ୟକ୍ତିଗତ ସାକ୍ଷାତକାର
Govt Jobs Indian Postal Recruitment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ