Advertisment

ସୁବର୍ଣ୍ଣ ସୁଯୋଗ; ପ‍ରୀକ୍ଷା ନ ଦେଇ SBIରେ ହୁଅନ୍ତୁ ସ୍ପେସାଲିଷ୍ଟ୍ ଅଫିସର

ସ୍ପେସାଲିଷ୍ଟ୍ ଅଫିସର ପଦବୀରେ ନିଯୁକ୍ତି ପାଇଁ SBI ବିଜ୍ଞପ୍ତି ଜାରି କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୨୧୭ଟି ପଦବୀ ପୂରଣ ହେବ। ଏନେଇ କୌଣସି ଲିଖିତ ପରୀକ୍ଷା ହେବ ନାହିଁ।

ଅଦ୍ୟତନ ହୋଇଛି
SBI Recruitment 2023

Great opportunity to become specialist officer without exam in SBI

Advertisment

ସ୍ପେସାଲିଷ୍ଟ୍ ଅଫିସର ପଦବୀରେ ନିଯୁକ୍ତି ପାଇଁ ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆ (SBI) ବିଜ୍ଞପ୍ତି ଜାରି କରିଛି। ଯୋଗ୍ୟ ତଥା ଆଗ୍ରହୀ ପ୍ରାର୍ଥୀମାନେ ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ SBI ର ଅଫିସିଆଲ୍ ୱେବସାଇଟ୍, sbi.co.in କୁ ଯାଇ ଆବେଦନ କରିପାରିବେ।

Advertisment

ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୨୧୭ଟି ପଦବୀ ପୂରଣ ହେବ। ଯେଉଁମାନେ ପ୍ରାର୍ଥୀ ଏହି ପୋଷ୍ଟଗୁଡିକରେ ଚାକିରି ପାଇବାକୁ ଚାହୁଁଛନ୍ତି ଏ ସମ୍ବନ୍ଧୀୟ ଯୋଗ୍ୟତା, ଚୟନ ପ୍ରକ୍ରିୟା ଏବଂ ଅନ୍ୟାନ୍ୟ ବିବରଣୀ ଜାଣିବା ନେଇ ପଢନ୍ତୁ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ - ୨୯ ଏପ୍ରିଲ୍
  • ଅନ୍‌ଲାଇନ୍ ଆବେଦନ ଶେଷ - ମେ ୧୯

ଅଧିକ ପଢ଼ନ୍ତୁ: NCERT ରେ ବାହାରିଲା ଚାକିରି; ଭୁବନେଶ୍ୱରରେ ବି ମିଳିବ ନିଯୁକ୍ତି

ପଦବୀ ସଂଖ୍ୟା:

  • ନିୟମିତ ପୋଷ୍ଟ୍‌ ସଂଖ୍ୟା: ୧୮୨
  • ଚୁକ୍ତିଭିତ୍ତିକ ପୋଷ୍ଟ ସଂଖ୍ୟା: ୩୫

ଯୋଗ୍ୟତା:

  • ବିଭିନ୍ନ ପଦବୀ ଅନୁସାରେ ଶିକ୍ଷାଗତ ଯୋଗ୍ୟତା ଧାର୍ଯ୍ୟ ହୋଇଛି
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
Advertisment

ବୟସ ସୀମା:

  • ୩୧ ରୁ ୪୨ ବର୍ଷ ବୟସର ପ୍ରାର୍ଥୀମାନେ ଆବେଦନ କରିପାରିବେ
  • ବୟସ ଗଣନା ୩୧।୦୩।୨୦୨୩ ଆଧାରରେ ହେବ

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ / ଓବିସି / ଇଡବ୍ଲୁଏସ୍ ପ୍ରାର୍ଥୀ – ୭୫୦ ଟଙ୍କା
  • SC / ST / PWD – ଦେୟ ମୁକ୍ତ
  • ଡେବିଟ୍ କାର୍ଡ / କ୍ରେଡିଟ୍ କାର୍ଡ / ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ମାଧ୍ୟମ ଆବେଦନ ଶୁଳ୍କ ଦେଇପାରିବେ।
Advertisment

ଚୟନ ପ୍ରକ୍ରିୟା:

  • ସର୍ଟଲିଷ୍ଟ
  • ସାକ୍ଷାତକାର(୧୦୦ ମାର୍କ)

ବିଜ୍ଞପ୍ତି ଦେଖିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

ଆବେଦନ କରିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

Govt Jobs SBI Jobs SBI Recruitment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ