Advertisment

ବ୍ୟାଙ୍କରେ କରନ୍ତୁ ଚାକିରି, ଖାଲିପଡିଛି ଚିଫ୍‌ ରିସ୍କ ଅଫିସର ପାଇଁ ପଦବୀ

ଆପଣ ବ୍ୟାଙ୍କରେ ଚାକିରି ଖୋଜୁଛନ୍ତି କି ? ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(PNB) ଆଣିଦେଇଛି ସୁବର୍ଣ୍ଣ ସୁଯୋଗ । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଖାଲିପଡିଛି ଚିଫ୍‌ ରିସ୍କ ଅଫିସର ପାଇଁ ପଦବୀ । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ତୁରନ୍ତ କରନ୍ତୁ ଆବେଦନ ।

Bank job vacancy

Bank job vacancy

Advertisment

ବେକାର ଯୁବକ ଯୁବତୀଙ୍କ ପାଇଁ ଖୁସି ଖବର । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଖାଲିପଡିଛି ଚିଫ୍‌ ରିସ୍କ ଅଫିସର ପଦବୀ । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(PNB) ପକ୍ଷରୁ ଜାରି କରାଯାଇଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ଏହି ପଦବୀରେ ଆବେଦନ କରିପାରିବେ । ପିଏନବି ବ୍ୟାଙ୍କର ଅଫିସିଆଲ ୱେବସାଇଟକୁ ଯାଇ ଅନ୍ ଲାଇନ୍ ଆବେଦନ କରିପାରିବେ ।

Advertisment

ମୋଟ୍ ପଦବୀ ସଂଖ୍ୟା ୬ଟି ରହିଛି । ଚିଫ୍‌ ରିସ୍କ ଅଫିସର ପଦବୀ ପାଇଁ ୧ଟି ,ଚିଫ୍‌ କମ୍ପ୍ଲେଏନ୍ସ ଅଫିସର ପଦବୀ ପାଇଁ ୧ଟି,
ଚିଫ୍‌ ଫାଇନ୍ସସିଆଲ ଅଫିସର ପଦବୀ ପାଇଁ ୧ଟି,ଚିଫ୍‌ ଟେକ୍ନିକାଲ ଅଫିସର ପଦବୀ ପାଇଁ ୧ଟି ପଦବୀ,ଚିଫ୍‌ ଇନଫରମେସନ ସିକ୍ୟୁରିଟି ଅଫିସର ପଦବୀ ପାଇଁ ୧ଟି,ଚିଫ୍‌ ଡିଜିଟାଲ ଅଫିସର ପଦବୀ ପାଇଁ ୧ଟି ରଖାଯାଇଛି । ଆବେଦନ କରିବାର ଶେଷ ତାରିଖ ୧୦ ଜାନୁଆରୀ ୨୦୨୨ ରହିଛି ।

ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା:

ଖାଲିପଡିଥିବା ବିଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ଶିକ୍ଷାଗତ ଯୋଗ୍ୟତା ନିର୍ଦ୍ଧାରଣ କରାଯାଇଛି।  ତେବେ ଅଧିକ ଜାଣିବା ପାଇଁ   ବ୍ୟାଙ୍କର ଅଫିସାଇଲ ନୋଟିଫିକେସନ ଚେକ୍‌ କରିପାରିବେ।

Advertisment

କିପରି କରିବେ ଆବେଦନ:

  • ଆବେଦନ କରୁଥିବା ପ୍ରାର୍ଥୀଙ୍କ ପାଖରେ ଜନ୍ମ ପ୍ରମାଣପତ୍ର ଥିବା ଦରକାର
  • ଆବେଦନ କରୁଥିବା ପ୍ରାର୍ଥୀଙ୍କ ପାଖରେ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ର ଥିବା ଦରକାର ।
  • ମାର୍କସିଟ୍‌, ଅଭିଜ୍ଞତା ସାର୍ଟିଫିକେଟ୍‌, CV ଦେବାକୁ ହେବ।
  • ଚୟନ ପ୍ରକ୍ରିୟା ସ୍କ୍ରିନିଂ ସହିତ ଯୋଗ୍ୟତା, ଅଭିଜ୍ଞତା, ମାନଦଣ୍ଡ ହିସାବରେ ସର୍ଟଲିଷ୍ଟ କରାଯାଇଛି ।
  • ପ୍ରାଥମିକ ଯାଞ୍ଚ ପରେ ସମସ୍ତ ଦସ୍ତାବିଜ ବା ଡକ୍ୟୁମେଣ୍ଟ ଭଲଭାବେ ଜାଞ୍ଚ କରିବା ପରେ ବ୍ୟକ୍ତିଗତ ସାକ୍ଷାତକାର ପରେ ନିଯୁକ୍ତ ହେବେ ।
Bank Job Vacancy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ