ESIC Recruitment 2025 apply for 200 post
କର୍ମଚାରୀ ରାଜ୍ୟ ବୀମା ନିଗମ (ESIC)ରେ ଆପଣ ଚାକିରି ଖୋଜୁଛନ୍ତି କି ? ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏହି ସୁଯୋଗ ନେଇଆସିଛି ESIC। ଏନେଇ ESIC ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।
ଏହି ନିଯୁକ୍ତି ମାଧ୍ୟମରେ ESIC ରେ ମେଡିକାଲ ବିଶେଷଜ୍ଞ, ସିନିୟର ରେସିଣ୍ଡେଣ୍ଟ୍, ସୁପର ସ୍ପେଶାଲିଷ୍ଟ, ଟିଚିଂ ଫାକଲ୍ଟି ଓ ଭିଜିଟିଙ୍ଗ୍ ଫାକଲ୍ଟି ପଦବୀ ପୂରଣ ହେବ। ଏନେଇ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏଥି ପାଇଁ ଉଭୟ ମହିଳା ଓ ପୁରୁଷ ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ୨୦୦ ପଦବୀ ପୂରଣ ହେବ।
ଅଧିକ ପଢ଼ନ୍ତୁ: ବିମାନବନ୍ଦରରେ ଚାକିରି ସୁଯୋଗ; ଜାଣନ୍ତୁ କେଉଁମାନେ କରିବେ ଆବେଦନ
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ESIC ର ଅଫିସିଆଲ୍ ୱେବ୍ସାଇଟ୍ esic.gov.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ ESIC Recruitment 2025 apply for 200 post Notificationରେ କ୍ଲିକ୍ କରି ଦେଖିପାରିବେ।
ଗୁରୁତ୍ୱପୂର୍ଣ୍ଣ ତାରିଖ:
- ଅନ୍ଲାଇନ୍ ଆବେଦନ ଆରମ୍ଭ – ଚାଲିଛି
- ଅନ୍ଲାଇନ୍ ଆବେଦନ ଶେଷ – ୧୭ ଫେବୃଆରୀ ୨୦୨୫
- ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ଖାଲି ପଦବୀ:
- ବିଶେଷଜ୍ଞ – ୦୪ଟି ପୋଷ୍ଟ୍
- ପ୍ୟାନେଲ୍ମେଣ୍ଟ୍ / ପାର୍ଟ ଟାଇମ୍ / ଫୁଲ୍ ଟାଇମ୍ ସୁପର ସ୍ପେଶାଲିଷ୍ଟ – ୧୪ଟି ପୋଷ୍ଟ୍
- ଟିଚିଂ ଫାକଲ୍ଟି (ପ୍ରଫେସର) – ୦୯ଟି ପୋଷ୍ଟ୍
- ଟିଚିଂ ଫାକଲ୍ଟି (ଆସୋସିଏଟ୍ ପ୍ରଫେସର) – ୨୧ଟି ପୋଷ୍ଟ୍
- ଟିଚିଂ ଫାକଲ୍ଟି (ସହାୟକ ପ୍ରଫେସର) – ୩୧ଟି ପୋଷ୍ଟ୍
- ସିନିୟର ରେଜସିଣ୍ଡେଣ୍ଟ୍ – ୧୨୧ଟି ପୋଷ୍ଟ୍
- ମୋଟ ପଦବୀ – ୨୦୦ଟି ପୋଷ୍ଟ୍
- ବିସ୍ତୃତ ଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ଅଧିକ ପଢ଼ନ୍ତୁ: IOCLରେ ଚାକିରି; ଦଶମ ପାଶ କରିଥିବା ପ୍ରାର୍ଥୀ ବି ସୁଯୋଗ ପାଇବେ
ଯୋଗ୍ୟତା:
- ବିଭିନ୍ନ ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ମଧ୍ୟ ଭିନ୍ନ ଅଛି
- ବିସ୍ତୃତ ଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ବୟସ ସୀମା:
- ସର୍ବାଧିକ ବୟସ – ୪୫ ବର୍ଷ
- ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ଦରମା:
- ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ଆବେଦନ ଶୁଳ୍କ:
- ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ଚୟନ ପ୍ରକ୍ରିୟା:
- ଶିକ୍ଷାଗତ ଯୋଗ୍ୟତା
- ମେଡିକାଲ୍ କ୍ଷେତ୍ରରେ ଅନୁଭବ
- ସାକ୍ଷାତକାର
- ଡକ୍ୟୁମେଣ୍ଟ୍ ଯାଞ୍ଚ
ଆବଶ୍ୟକୀୟ ଡକ୍ୟୁମେଣ୍ଟ୍:
- ସମ୍ପ୍ରତି ପାସ୍ପୋର୍ଟ ଆକାରର ଫଟୋଗ୍ରାଫ୍
- ଶିକ୍ଷାଗତ ସାର୍ଟିଫିକେଟ୍
- ଅଭିଜ୍ଞତା ପ୍ରମାଣପତ୍ର
- ବୟସ ପ୍ରମାଣପତ୍ର
- କ୍ୟାଟେଗୋରୀ ସାର୍ଟିଫିକେଟ୍
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1738929257.jpg)