Advertisment

DRDOରେ ବାହାରିଲା ଚାକିରି, ତୁରନ୍ତ କରନ୍ତୁ ଆବେଦନ

ଏହାର ଅଫିସିଆଲ୍ ୱେବ୍‌ସାଇଟ୍‌ www.ada.gov.in. କୁ ଯାଇ ଇଚ୍ଛୁକ ପ୍ରାର୍ଥୀ ବା ପ୍ରାର୍ଥିନୀ ଚାକିରି ପାଇଁ ଆବେଦନ କରିପାରିବେ ।

ଅଦ୍ୟତନ ହୋଇଛି
DRDO JOB

DRDO JOB

Advertisment

DRDOରେ ବାହାରିଲା ଚାକିରି । ADA ବା ଏରୋନଟିକାଲ ଡେଭଲପ୍‌ମେଣ୍ଟ ଏଜେନ୍ସି ଅଧିନରେ ଥିବା DRDO ପକ୍ଷରୁ ନୂଆ ନିଯୁକ୍ତି ପାଇଁ ବଜ୍ଞପ୍ତି ପ୍ରକାଶ ପାଇଛି । ପ୍ରୋଜେକ୍ଟ ଇଞ୍ଜିନିୟର ପଦବୀ ପାଇଁ ବାହାରିଛି ବିଜ୍ଞପ୍ତି । ଏବେ ଚାହିଁଲେ ଇଚ୍ଛୁକ ପ୍ରାର୍ଥୀ ବା ପ୍ରାର୍ଥିନୀ ଏଥିପାଇଁ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ସେପ୍ଟେମ୍ବର ୮ ତାରିଖ । ଏହାର ଅଫିସିଆଲ୍ ୱେବ୍‌ସାଇଟ୍‌ www.ada.gov.in. କୁ ଯାଇ ଇଚ୍ଛୁକ ପ୍ରାର୍ଥୀ ବା ପ୍ରାର୍ଥିନୀ ଚାକିରି ପାଇଁ ଆବେଦନ କରିପାରିବେ ।

Advertisment

ପ୍ରୋଜେକ୍ଟ ଇଞ୍ଜିନିୟର ପଦବୀ ପାଇଁ ଖାଲି ପଡ଼ିଥିବା ପଦବୀ ସଂଖ୍ୟା ୫୩ ।

ପ୍ରୋଜେକ୍ଟ ଇଞ୍ଜିନିୟର- ୧ (Level PE 1) : ୪୦ ପଦବୀ

ପ୍ରୋଜେକ୍ଟ ଇଞ୍ଜିନିୟର-୨ (Level PE 2) : ୯ ପଦବୀ

ପ୍ରୋଜେକ୍ଟ ଇଞ୍ଜିନିୟର-୩ (Level PE 3) : ୪ ପଦବୀ

Direct link to apply

କେମିତି କରିବେ ଆବେଦନ ?

ପ୍ରଥମେ ଅଫିସିଆଲ୍ ୱେବ୍‌ସାଇଟ୍‌କୁ www.ada.gov.in ଯାଆନ୍ତୁ

ହୋମପେଜ୍‌ରେ ଲାଟେଷ୍ଟ ନ୍ୟୁଜ୍‌ ଟ୍ୟାବ୍‌ ତଳେ ଥିବା ଆପ୍ଲିକେସନ୍‌ ଫର୍ ଦ ପ୍ରୋଜେକ୍ଟ ଇଞ୍ଜିନିଅର (PE) ଉପରେ କ୍ଲିକ୍‌ କରନ୍ତୁ

ସେଠାରେ ଥିବା ଆପ୍‌ଲିକେସନ୍‌ ଫର୍ମ ମାଧ୍ୟମରେ ରେଜିଷ୍ଟର କରନ୍ତୁ

ଆପ୍ଲିକେସନ୍‌ରେ ଆବଶ୍ୟକ ଥିବା ସମସ୍ତ ଡକ୍ୟୁମେଣ୍ଟ ମଧ୍ୟ ସେଠାରେ ଅପ୍‌ଲୋଡ୍‌ କରନ୍ତୁ ଆଉ ସବ୍‌ମିଟ୍‌ କରନ୍ତୁ 

Advertisment

ଶେଷରେ ଆପ୍ଲିକେସନ୍‌ର ପ୍ରିଣ୍ଟଆଉଟ୍ ବାହାର କରି ରଖନ୍ତୁ । ଭବିଷ୍ୟତରେ ଆବଶ୍ୟକ ପଡ଼ିପାରେ ।

Recruitment DRDO
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ