CISF ASI Recruitment: ଗ୍ରାଜୁଏସନ୍‌ କରିଥିଲେ କେନ୍ଦ୍ର ସରକାରଙ୍କ ଅଧିନରେ ଚାକିରି; ପୂରଣ ହେବ ୮୩୬ଟି ପଦବୀ

ଆପଣ ଯଦି କେନ୍ଦ୍ର ସରକାର ଅଧିନରେ ଚାକିରି କରିବାକୁ ଚାହାନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (CISF) ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି।

ଗ୍ରାଜୁଏସନ୍‌ କରିଥିରେ କେନ୍ଦ୍ର ସରକାରଙ୍କ ଅଧିନରେ ଚାକିରି

ଆପଣ ଯଦି କେନ୍ଦ୍ର ସରକାରଙ୍କ ଅଧିନରେ ଚାକିରି କରିବାକୁ ଚାହାନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (CISF) ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି। ସୀମିତ ବିଭାଗୀୟ ପ୍ରତିଯୋଗୀତା ପରୀକ୍ଷା (LDCE) ମାଧ୍ୟମରେ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର (Exe) ପଦବୀ ପୂରଣ ହେବ।

ଏନେଇ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଅନ୍‌ଲାଇନ୍‌ରେ ଆବେଦନ ଚାଲିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ୍ ୮୩୬ଟି ପଦବୀ ପୂରଣ ହେବ। ଆପଣ ଯଦି ଜଣେ ଗ୍ରାଜୁଏଟ୍ ତେବେ ଏହାର ସୁଯୋଗ ନେଇ ପାରିବେ।

ଯୋଗ୍ୟ ଏବଂ ଆଗ୍ରହୀ ପ୍ରାର୍ଥୀମାନେ (CISF) ର ଅଫିସିଆଲ୍ ୱେବ୍‌ସାଇଟ୍ www.cisf.gov.in କୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ CISF ASI Recruitment Apply For 836 Assistant Sub-inspector Posts Notification ଉପରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

ଅଧିକ ପଢ଼ନ୍ତୁ: ଆପଣଙ୍କ ସ୍କାଉଟ୍ ଏବଂ ଗାଇଡ୍ କୋଟା ଅଛି କି; ଭାରତୀୟ ରେଳବାଇରେ ଚାକିରି ସୁଯୋଗ

ଖାଲି ପଦବୀ:

ଯୋଗ୍ୟତା:

ବୟସ ସୀମା:

  1. ସର୍ବନିମ୍ନ ବୟସ – ୧୮ ବର୍ଷ
  2. ସର୍ବାଧିକ ବୟସ – ୩୫ ବର୍ଷ
  3. ବୟସ ଗଣନା ୦୧ ଅଗଷ୍ଟ ୨୦୨୩ ଅନୁସାରେ ହେବ

ବୟସ କୋହଳ:

ଚୟନ ପ୍ରକ୍ରିୟା:

ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍: