Advertisment

ଓଡିଶାରେ ଭର୍ତ୍ତି ହେବେ ୨୭୫୩ ANM ; ଦରମା ୫୬ ହଜାର

OSSSC MPHW ପଦବୀରେ ଚାକିରି ପାଇଁ ଏକ ନୂଆ ବିଜ୍ଞପ୍ତି ଜାରି କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ୨୭୫୩ ANM ଷ୍ଟାଫ୍ ନର୍ସ ପଦବୀ ପୂରଣ ହେବ। ଅନ୍‌ଲାଇନ୍ ମାଧ୍ୟମରେ ଏହି ଆବେଦନ କରାଯିବ।

ଅଦ୍ୟତନ ହୋଇଛି
OSSSC MPHW Recruitment 2023

OSSSC MPHW Recruitment 2023

Advertisment

ଓଡିଶା ସବ୍-ଅର୍ଡିନେଟ୍ କର୍ମଚାରୀ ଚୟନ ଆୟୋଗ (OSSSC) MPHW ପଦବୀରେ ଚାକିରି ପାଇଁ ଏକ ନୂଆ ବିଜ୍ଞପ୍ତି ଜାରି କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ୨୭୫୩ ANM ଷ୍ଟାଫ୍ ନର୍ସ ପଦବୀ ପୂରଣ ହେବ। ଅନ୍‌ଲାଇନ୍ ମାଧ୍ୟମରେ ଏହି ଆବେଦନ କରାଯିବ। ନିମ୍ନରେ ଏହି ନିଯୁକ୍ତି ସମ୍ବନ୍ଧୀୟ ବିବରଣୀ ଦିଆଗଲା। ଭଲଭାବେ ପଢନ୍ତୁ।

Advertisment

ଆପଣ ଏହି ସୂଚନାରେ ଶିକ୍ଷାଗତ ଯୋଗ୍ୟତା, ବୟସ ସୀମା, ଚୟନ ପ୍ରକ୍ରିୟା, ପଦବୀ ସଂଖ୍ୟା, ଚାକିରି ସ୍ଥାନ, କିପରି ଆବେଦନ କରିବେ, ଆବେଦନ ଶୁଳ୍କ, ଗୁରୁତ୍ୱପୂର୍ଣ୍ଣ ତାରିଖ ଆଦି ଜାଣିପାରିବେ।

ଅନୁଷ୍ଠାନ ନାମ: ଓଡିଶା ସବ୍-ଅର୍ଡିନେଟ୍ କର୍ମଚାରୀ ଚୟନ ଆୟୋଗ (OSSSC)

କିଏ ଆବେଦନ କରିପାରିବେ : ପ୍ରତ୍ୟେକ ଓଡିଆ ପ୍ରାର୍ଥୀ

ଲିଙ୍ଗ: କେବଳ ମହିଳା

ଅଧିକ ପଢ଼ନ୍ତୁ: NTPCରେ ନିଯୁକ୍ତି ସୁଯୋଗ; ଜାଣନ୍ତୁ ଆବେଦନର ଶେଷ ତାରିଖ

ପୋଷ୍ଟ୍: MPHW ( Multi Purpose Health Worker )

ମୋଟ୍ ପୋଷ୍ଟ୍: ୨୭୫୩

ଗୁରୁତ୍ୱପୂର୍ଣ୍ଣ ତଥ୍ୟ:

  • ଆବେଦନ ଆରମ୍ଭ : ଏପ୍ରିଲ୍ ଶେଷ ସପ୍ତାହ
  • ଆବେଦନ ଶେଷ ତାରିଖ: ମେ’ ଶେଷ ସପ୍ତାହ
  • ଆବେଦନ ମୋଡ୍: ଅନ୍‌ଲାଇନ୍ ଆବେଦନ
  • ଚାକିରି ସ୍ଥାନ: ଓଡିଶା
  • ଆବେଦନ ଶୁଳ୍କ: କୌଣସି ଦେୟ ନାହିଁ
Advertisment

ବୟସ ସୀମା:

  • ସର୍ବନିମ୍ନ ବୟସ: ୧୮ ବର୍ଷ
  • ସର୍ବାଧିକ ବୟସ: ୩୨ ବର୍ଷ
  • SC SC / ST / PWD ପ୍ରାର୍ଥୀଙ୍କ ପାଇଁ: ୦୫ ବର୍ଷ କୋହଳ
  • ଓବିସି ପ୍ରାର୍ଥୀଙ୍କ ପାଇଁ: ୦୩ ବର୍ଷ କୋହଳ

ଶିକ୍ଷାଗତ ଯୋଗ୍ୟତା: ଦ୍ୱାଦଶ ଶ୍ରେଣୀ ପାଶ ସହିତ ମଲ୍ଟି ପର୍‌ପୋଜ୍ ହେଲ୍ଥ ୱାର୍କରରେ ଡିପ୍ଲୋମା

Advertisment

ଦରମା: ପ୍ରତି ମାସରେ ୧୮,୦୦୦ - ରୁ ୫୬,୧୦୦ଟଙ୍କା

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା
  • ଡକ୍ୟୁମେଣ୍ଟ୍ ଯାଞ୍ଚ

ପ୍ରାର୍ଥୀମାନେ ଆବେଦନ କରିବା ପୂର୍ବରୁ ସମ୍ପୂର୍ଣ୍ଣ ବିଜ୍ଞପ୍ତି ପଢିବା ଜରୁରୀ

ନୂଆ ସୂଚନା ପାଇବା ପାଇଁ ନିୟମିତି OSSSCର ୱେବସାଇଟ୍ odishajobnews.net କୁ ଯାଞ୍ଚ କରୁଥାନ୍ତୁ।

ଗୁରୁତ୍ୱପୂର୍ଣ୍ଣ ଲିଙ୍କ୍:

ଅଫିସ୍ ୱେବସାଇଟ୍: ଏଠାରେ କ୍ଲିକ୍ କରନ୍ତୁ

ଅନଲାଇନ୍ ଆବେଦନ ପାଇଁ: ଏଠାରେ କ୍ଲିକ୍ କରନ୍ତୁ

PDF ଡାଉନଲୋଡ୍ ପାଇଁ: ଏଠାରେ କ୍ଲିକ୍ କରନ୍ତୁ

ANM Workers Govt Jobs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ