ଭାରତୀୟ ସେନାରେ ୧୯୧ଟି ପଦବୀ ପାଇଁ ନିଯୁକ୍ତି, ତୁରନ୍ତ କରନ୍ତୁ ଆବେଦନ

ଆପଣ ଭାରତୀୟ ସେନାରେ ଚାକିରି କରିବାକୁ ଚାହୁଁଛନ୍ତି କି ? ଭାରତୀୟ ସେନା ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ଭାରତୀୟ ସେନାରେ ସର୍ଟ ସର୍ଭିସ କମିସନର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏନେଇ ତୁରନ୍ତ କରନ୍ତୁ ଆବେଦନ ।

indian army recruitment

News Summary

ଭାରତୀୟ ସେନାରେ କରନ୍ତୁ ଚାକିରି

Indian Army Recruitment 2022: ଭାରତୀୟ ସେନାରେ ସର୍ଟ ସର୍ଭିସ କମିସନର ଅନେକ ପଦବୀରେ ଆବେଦନ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଭାରତୀୟ ସେନାର ଅଫିସିଆଲ ୱେବସାଇଟ joinindianarmy.nic.inରେ ଆବେଦନ କରିପାରିବେ।  ଆବେଦନ କରିବାର ଶେଷ ତାରିଖ ୦୬ ଏପ୍ରିଲ, ୨୦୨୨ ରହିଛି । ଭାରତୀୟ ସେନାରେ ମୋଟ ୧୯୧ଟି ପଦବୀ ପାଇଁ ଆବେଦନ କରାଯାଉଛି।

ଭାରତୀୟ ସେନାରେ ମୋଟ୍ ପଦବୀ ବିବରଣୀ:

SSC Tech ପୁରୁଷ ୫୯ତମ କୋର୍ସ – ୧୭୫ଟି ପଦବୀ, SSC Tech ମହିଳା ୩୦ତମ କୋର୍ସ – ୧୪ଟି ପଦବୀ ରହିଛି ।

ଶିକ୍ଷାଗତ ଯୋଗ୍ୟତା ଓ ବୟସ ସୀମା:

ଭାରତୀୟ ସେନାରେ ଭର୍ତ୍ତି ପାଇଁ ଭିନ୍ନ ଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ  ଶିକ୍ଷାଗତ ଯୋଗ୍ୟତା ରହିଛି । ନିର୍ଦ୍ଧିରିତ ଶିକ୍ଷାଗତ ଯୋଗ୍ୟତା,ବୟସ ସୀମା ସମେତ ଅନ୍ୟ ସମସ୍ତ ବିବରଣୀ ଆପଣ ଏହାର ଅଫିସିଆଲ ୱେବସାଇଟରୁ ନୋଟିଫିକେସନରେ ଚେକ କରିପାରିବେ। ତେବେ ଆବେଦନ କରିବାର ଶେଷ ତାରିଖ ୦୬ ଏପ୍ରିଲ ୨୦୨୨ ରହିଛି।

କିପରି କରିବେ ଆବେଦନ: