Advertisment

AFCAT 2025 Recruitment: ବାୟୁସେନାରେ ପୂରଣ ହେବ ଅଫିସର୍ ପଦବୀ; ବ୍ୟାଚ୍‌ଲର୍ ଡିଗ୍ରୀ ଥିଲେ ବି ସୁଯୋଗ

ବାୟୁସେନା AFCAT ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

ଅଦ୍ୟତନ ହୋଇଛି
AFCAT 2025 Recruitment

AFCAT 2025 Recruitment

Advertisment

ଲକ୍ଷ ଲକ୍ଷ ଯୁବକ ସେନାରେ ଚାକିରି ସ୍ୱପ୍ନ ଦେଖନ୍ତି। ଯଦି ଆପଣ ମଧ୍ୟ ସେନାରେ ଜଣେ ଅଧିକାରୀ ହେବାର ସ୍ୱପ୍ନ ଦେଖୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ। ଏନେଇ ବାୟୁସେନା AFCAT ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

Advertisment

ଏହି ନିଯୁକ୍ତି ମାଧ୍ୟମରେ ବାୟୁସେନାରେ ଫ୍ଲାଇଙ୍ଗ୍ ବ୍ରାଞ୍ଚ୍, ଗ୍ରାଉଣ୍ଡ ଡ୍ୟୁଟି (ଟେକ୍ନିକାଲ୍ ଏବଂ ନନ୍- ଟେକ୍ନିକାଲ୍) ବ୍ରାଞ୍ଚ୍ ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ନିଯୁକ୍ତି ମାଧ୍ୟମରେ ୩୦୦ରୁ ଅଛିକ ପଦବୀ ପୂରଣ ହେବ। ଉଭୟ ପୁରୁଷ ଓ ମହିଳାମାନେ ଆବେଦନ କରିପାରିବେ। ବ୍ୟାଚ୍‌ଲର୍ କରିଥିବା ପ୍ରାର୍ଥୀ ମଧ୍ୟ ଏହାର ସୁଯୋଗ ନେଇପାରିବେ।

ଅଧିକ ପଢ଼ନ୍ତୁ: ଓଡ଼ିଶାରେ ସରକାରୀ ଚାକିରି; ସୁଯୋଗ ନେବେ +2 ପ୍ରାର୍ଥୀ

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ AFCATର ଅଫିସିଆଲ୍ ୱେବ୍‌ସାଇଟ୍‌ afcat.cdac.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ଏହି ଲିଙ୍କ AFCAT 2025 Application apply for 336 offier post Notificationରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୦୨ ଡିସେମ୍ବର ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୩୧ ଡିସେମ୍ବର ୨୦୨୪
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଖାଲି ପଦବୀ:

  • ଫ୍ଲାଇଙ୍ଗ – ୩୦ଟି ପୋଷ୍ଟ୍‌
  • AE (L) – ୧୨୨ଟି ପୋଷ୍ଟ୍‌
  • AE (M) – ୬୭ଟି ପୋଷ୍ଟ୍‌
  • ଆଡ୍‌ମିନ୍‌ – ୫୩ଟି ପୋଷ୍ଟ୍‌
  • LGS – ୧୬ଟି ପୋଷ୍ଟ୍‌
  • ଆକାଉଣ୍ଟ୍ସ – ୧୩ଟି ପୋଷ୍ଟ୍‌
  • ଗ୍ରାଉ୍‌ଣ୍ଡ୍‌ ଡ୍ୟୁଟି ନନ୍-ନେକ୍‌ନିକାଲ୍ – ୦୯ଟି ପୋଷ୍ଟ୍‌
  • WS ଶାଖା – ୧୭ଟି ପୋଷ୍ଟ୍‌
  • ମେଟେରୋଲୋଜୀ – ୦୯ଟି ପୋଷ୍ଟ୍‌
  • ମୋଟ୍ – ୩୩୬ଟି ପୋଷ୍ଟ୍
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
Advertisment

ଯୋଗ୍ୟତା:

  • ଫ୍ଲାଇଙ୍ଗ୍ ବ୍ରାଞ୍ଚ୍ – ଏକ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନ କିମ୍ବା ବିଶ୍ୱବିଦ୍ୟାଳୟରୁ ଯେକୌଣସି ବିଷୟରେ ସ୍ନାତକ ଡିଗ୍ରୀ। କିନ୍ତୁ ଦ୍ୱାଦଶରେ ପଦାର୍ଥ ବିଜ୍ଞାନ ଏବଂ ଗଣିତ ବିଷୟ ଥିବା ଉଚିତ୍ କିମ୍ବା BE କିମ୍ବା B.Tech ଡିଗ୍ରୀ।
  • ଗ୍ରାଉଣ୍ଡ୍‌ ଡ୍ୟୁଟି ଟେକ୍ନିକାଲ୍ ବ୍ରାଞ୍ଚ୍ – ପଦାର୍ଥ ବିଜ୍ଞାନ ଏବଂ ଗଣିତରେ ସର୍ବନିମ୍ନ ୬୦ ପ୍ରତିଶତ ମାର୍କ ସହିତ ଦ୍ୱାଦଶ ପାଶ। ଏହା ସହିତ, ନିଶ୍ଚିତ ଭାବରେ ଚାରି ବର୍ଷର ଏରୋନେଟିକାଲ୍ ଇଞ୍ଜିନିୟରିଂ କିମ୍ବା ମେକାନିକାଲ୍ ଇଞ୍ଜିନିୟରିଂ ଥିବ।
  • ଗ୍ରାଉଣ୍ଡ୍‌ ଡ୍ୟୁଟି ନନ୍-ଟେକ୍ନିକାଲ୍ ବ୍ରାଞ୍ଚ୍ – ସର୍ବନିମ୍ନ ୬୦ ପ୍ରତିଶତ ମାର୍କ ସହିତ ସ୍ନାତକ ଡିଗ୍ରୀ। ଆକାଉଣ୍ଟସ୍ ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନେ ୬୦ ପ୍ରତିଶତ ମାର୍କ ସହିତ B.Com ପାଶ୍ କରିଥିବା ଉଚିତ।
  • ଏନ୍‌ସିସି ସ୍ପେଶାଲ୍ ଏଣ୍ଟ୍ରି (ଫ୍ଲାଇଙ୍ଗ୍ ବ୍ରାଞ୍ଚ୍) – ପ୍ରାର୍ଥୀଙ୍କ ପାଖରେ ଏନସିସି ଏୟାର ୱିଙ୍ଗ୍ ସିନିୟର ଡିଭିଜନ୍ C ସାର୍ଟିଫିକେଟ୍ ରହିବା ଉଚିତ।
  • ମେଟେରୋଲୋଜୀ – ସର୍ବନିମ୍ନ ୬୦ ପ୍ରତିଶତ ମାର୍କ ସହିତ ପଦାର୍ଥ ବିଜ୍ଞାନ ଏବଂ ଗଣିତରେ ବିଏସ୍‌ସି ଡିଗ୍ରୀ।
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ –୨୦ ବର୍ଷ
  • ସର୍ବାଧିକ ବୟସ – ୨୬ ବର୍ଷ
  • ବୟସ ଗଣନା ୦୧।୦୧।୨୦୨୬ ଅନୁସାରେ ହେବ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଦରମା:

  • ସର୍ବନିମ୍ନ ଦରମା – ୫୬,୧୦୦ ଟଙ୍କା
  • ସର୍ବାଧିକ ଦରମା – ୧,୭୭,୫୦୦ ଟଙ୍କା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • ସମସ୍ତ ବର୍ଗ – ୫୫୦ ଟଙ୍କା
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଅଧିକ ପଢ଼ନ୍ତୁ: ସେଣ୍ଟ୍ରାଲ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆରେ ପୂରଣ ହେବ ମ୍ୟାନେଜର୍ ପଦବୀ

Indian Air Force Govt Jobs Indian Air Force Recruitment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ