Advertisment

KVSର PGT, TGT ସମେତ ଅନ୍ୟାନ୍ୟ ପୋଷ୍ଟ୍‌ ପାଇଁ ପରୀକ୍ଷା; ଡାଉନ୍‌ଲୋଡ୍ କରନ୍ତୁ ଆଡମିଟ୍ କାର୍ଡ

କେନ୍ଦ୍ରୀୟ ବିଦ୍ୟାଳୟରେ PGT, TGT ସମେତ ଅନ୍ୟାନ୍ୟ ପୋଷ୍ଟ୍‌ରେ ଦମଦାର ନିଯୁକ୍ତି ହେବାକୁ ଯାଉଛି। ଏହି ନିଯୁକ୍ତି ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ(କେଭିଏସ୍) ପରୀକ୍ଷାର ଆୟୋଜନ କରୁଛି। ବର୍ତ୍ତମାନ ଏହି ପରୀକ୍ଷା ପାଇଁ କେଭିଏସ୍ ଆଡମିଟ୍ କାର୍ଡ ଜାରି କରିଛନ୍ତି।

ଅଦ୍ୟତନ ହୋଇଛି
KVS Admit card 2023

Admit card issued for kvs pgt and tgt posts

Advertisment

କେନ୍ଦ୍ରୀୟ ବିଦ୍ୟାଳୟରେ PGT, TGT ସମେତ ଅନ୍ୟାନ୍ୟ ପୋଷ୍ଟ୍‌ରେ ଦମଦାର ନିଯୁକ୍ତି ହେବାକୁ ଯାଉଛି। ଏହି ନିଯୁକ୍ତି ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ(କେଭିଏସ୍) ପରୀକ୍ଷାର ଆୟୋଜନ କରୁଛି। ବର୍ତ୍ତମାନ ଏହି ପରୀକ୍ଷା ପାଇଁ କେଭିଏସ୍ ଆଡମିଟ୍ କାର୍ଡ ଜାରି କରିଛନ୍ତି।

Advertisment

ଟ୍ରେନିଂ ଗ୍ରାଜୁଏଟ୍ ଶିକ୍ଷକ (ଟିଜିଟି), ପୋଷ୍ଟ ଗ୍ରାଜୁଏଟ୍ ଶିକ୍ଷକ (ପିଜିଟି) ଏବଂ ହିନ୍ଦୀ ଅନୁବାଦକ ପଦବୀର ପରୀକ୍ଷା ପାଇଁ ସଂଗଠନ ଏହି ଆଡମିଟ୍ କାର୍ଡ ଜାରି କରିଛି। ଏନେଇ ଆବେଦନ କରିଥିବା ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ୱେବ୍‌ସାଇଟ୍ kvsangathan.nic.in ରୁ ଆଡମିଟ୍ କାର୍ଡ ଡାଉନ୍‌ଲୋଡ୍ କରିପାରିବେ।

ଏହି ନିଯୁକ୍ତିର PGT ପଦବୀ ପାଇଁ ପରୀକ୍ଷା ଫେବୃଆରୀ ୧୭ରୁ ଅନୁଷ୍ଠିତ ହେବ। ୧୭ଫେବୃଆରୀରୁ ଆରମ୍ଭ ହୋଇ ୨୦ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ। ହିନ୍ଦୀ ଅନୁବାଦକ ପଦ ପାଇଁ ପରୀକ୍ଷା ଫେବୃଆରୀ ୨୦ରେ ଅନୁଷ୍ଠିତ ହେବ।

Advertisment

ଅଧିକ ପଢ଼ନ୍ତୁ: ସେମିଷ୍ଟାର୍ ଇଣ୍ଟର୍ନସିପ୍ କ’ଣ; କିପରି ଲାଭ ନେବେ ଫ୍ରେସର୍ସ ଇଂଜିନିୟର

ଏହି ନିଯୁକ୍ତି ପ୍ରକ୍ରିଆରେ PGT, TGT ଶିକ୍ଷକ ଏବଂ ଅନ୍ୟାନ୍ୟ ପଦବୀ ପାଇଁ ମୋଟ ୬୯୯୦ ପଦବୀରେ ନିଯୁକ୍ତି କରାଯିବ। ଏହି ନିଯୁକ୍ତି ଦେଶର ସମସ୍ତ କେନ୍ଦ୍ରୀୟ ବିଦ୍ୟାଳରେ କରାଯିବ।

Advertisment

ଆଡମିଟ୍ କାର୍ଡ କିପରି କରିବେ ଡାଉନ୍‌ଲୋଡ୍:

  • ସର୍ବପ୍ରଥମେ KVS ର ଅଫିସିଆଲ୍ ୱେବସାଇଟ୍ kvsangathan.nic.in କୁ ଯାଆନ୍ତୁ
  • ହୋମ୍‌ପେଜ୍‌ରେ, 'Announcement' ବିଭାଗ ଅଧୀନରେ ଥିବା ‘Download Admit Card for the post TGT, PGT and hindi translator’ ଉପରେ କ୍ଲିକ୍ କରନ୍ତୁ
  • ଆବେଦନ ନମ୍ବର ଏବଂ ଜନ୍ମ ତାରିଖ ଏଣ୍ଟ୍ରୀ କରନ୍ତୁ ଏବଂ ଦାଖଲ କରନ୍ତୁ
  • ଏହାପରେ, KVS ଆଡମିଟ୍ କାର୍ଡ ସ୍କ୍ରିନ୍‌ରେ ଦେଖାଯିବ
  • ଆଡମିଟ୍ କାର୍ଡ ଡାଉନଲୋଡ୍ କରନ୍ତୁ ଏବଂ ଭବିଷ୍ୟତର ପ୍ରମାଣ ପାଇଁ ଏକ ପ୍ରିଣ୍ଟଆଉଟ୍ କାଢନ୍ତୁ
Kendriya Vidyalaya Sangathan Govt Jobs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ