AAIରେ ଖାଲିପଡିଛି ୪୦୦ ଜୁନିଅର ଏକ୍ସିକ୍ୟୁଟିଭ ପଦବୀ, ତୁରନ୍ତ କରନ୍ତୁ ଆବେଦନ

ବେକାର ଯୁବକ ଓ ଯୁବତୀଙ୍କ ପାଇଁ ଖୁସି ଖବର । (AAI) ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । AAIରେ ଖାଲିପଡିଛି ୪୦୦ ଜୁନିଅର ଏକ୍ସିକ୍ୟୁଟିଭ ପଦବୀ । ଇଛୁକ ଓ ଯୋଗ୍ୟ ପ୍ରାର୍ଥୀ ଏନେଇ ଆବେଦନ କରିପାରିବେ ।

AAI Recruitment 2022

News Summary

AAI ପକ୍ଷରୁ ମୋଟ୍ ୪୦୦ଟି ପଦବୀ ପାଇଁ ବିଜ୍ଞପ୍ତି

ଆପଣ ସରକାରୀ ଚାକିରି କରିବାକୁ ଚାହୁଁଛନ୍ତି କି ? । ଭାରତୀୟ ବିମାନପତ୍ତନ ପ୍ରାଧିକରଣ (The Airports Authority of India) ପକ୍ଷରୁ ୪୦୦ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏନେଇ ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ AAIର ଅଫିସିଆଲ ୱେବସାଇଟକୁ ଯାଇ ଅନଲାଇନ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ଜୁଲାଇ ୧୪, ୨୦୨୨ ରହିଛି ।

ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ପକ୍ଷରୁ ମୋଟ୍ ୪୦୦ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ସାଧାରଣବର୍ଗ ପାଇଁ ୧୬୩ଟି ପଦବୀ । ଓବିସି ପାଇଁ ୧୦୮ଟି ପଦବୀ । ଅନୁସୂଚିତ ଜାତି ପାଇଁ ୫୯ଟି ପଦବୀ । ଅନୁସୂଚିତ ଜନଜାତି ପାଇଁ ୩୦ଟି ପଦବୀ । EWS ପାଇଁ ୪୦ଟି ପଦବୀ ରହିଛି ।

ପଦବୀ ପାଇଁ ଆବେଦନ ଶୁଳ୍କ:

ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ଓ ବୟସ ସୀମା:

ପଦବୀ ପାଇଁ ଦରମା ଓ ଚୟନ ପ୍ରକ୍ରିୟା: