AAI Recruitment 2022: ଅନ୍‌ଲାଇନ୍‌ରେ ଆବେଦନ ପ୍ରକ୍ରିୟା ଆରମ୍ଭ

ଆବେଦନ କରିବାର ଶେଷ ତାରିଖ ରହିଛି ନଭେମ୍ବର ୧୦।  

AAI Recruitment 2022

ଏୟାରପୋର୍ଟରେ ଚାକିରି କରିବା ପାଇଁ ସୁଯୋଗ। ଏନେଇ ଆଶାୟୀମାନେ ଅନଲାଇନ୍‌ରେ ଆବେଦନ କରିପାରିବେ। ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ(AAI) ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ମୋଟ ୪୬ଟି ପଦବୀ ପାଇଁ ପଶ୍ଚିମବଙ୍ଗ, ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଓ ସିକିମର ପ୍ରାର୍ଥୀମାନେ ଏହାକୁ ଆବେଦନ କରିପାରିବେ। ଆସନ୍ତା ଅକ୍ଟୋବର ୧୨ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଆବେଦନ କରିବାର ଶେଷ ତାରିଖ ରହିଛି ନଭେମ୍ବର ୧୦।  

AAI Recruitment 2022: ପୂର୍ବାଞ୍ଚଳ ବିମାନବନ୍ଦର ନିମନ୍ତେ ଜୁନିଅର ଆସିଷ୍ଟାଣ୍ଟ, ସିନିୟର ଆସିଷ୍ଟାଣ୍ଟ
ମୋଟ ୪୬ଟି ପଦବୀ

ସିନିଅର ଆସିଷ୍ଟାଣ୍ଟ(ଇଲେକ୍ଟ୍ରୋନିକ୍ସ): ୯
ସିନିଅର ଆସିଷ୍ଟାଣ୍ଟ(ଆକାଉଣ୍ଟ୍ସ): ୬
ଜୁନିଅର ଆସିଷ୍ଟାଣ୍ଟ(ଫାୟାର ସର୍ଭିସ): ୩୨ 

ଯୋଗ୍ୟତା: 
ବୟସ: ୨୦୨୨ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କୁ ୧୮ରୁ ୩୦ ବର୍ଷ ବୟସ ହୋଇଥିବା ଆବଶ୍ୟକ।

ସିନିଅର ଆସିଷ୍ଟାଣ୍ଟ(ଇଲେକ୍ଟ୍ରୋନିକ୍ସ):

ସିନିଅର ଆସିଷ୍ଟାଣ୍ଟ(ଆକାଉଣ୍ଟସ):

ଜୁନିଅର ଆସିଷ୍ଟାଣ୍ଟ(ଫାୟାର ସର୍ଭିସ): 

କେମିତି ଆବେଦନ କରିବେ?

ଆଶାୟୀମାନେ www.aai.aero ଲିଙ୍କ୍‌କୁ କ୍ଲିକ୍ କରି ଅକ୍ଟୋବର ୧୨ରୁ ଆବେଦନ କରିପାରିବେ। AAI Recruitment 2022 application ପାଇଁ ଅଣସଂରକ୍ଷିତ ବର୍ଗ, ଓବିସି ଓ ଇଡବ୍ୟୁଏସ ବର୍ଗ ପାଇଁ ୧୦୦୦ ଟଙ୍କା ଫି ଦେବାକୁ ପଡ଼ିବ।