Whatsapp facebook instagram global outage twitterati have the last laugh
ନୂଆଦିଲ୍ଲୀ: କିଛି ସମୟ ଧରି ସାରା ବିଶ୍ୱରେ ଡାଉନ୍ ହୋଇଯାଇଥିଲା ସୋସିଆଲ ମିଡ଼ିଆ ଫ୍ଲାଟ୍ଫର୍ମ। ଯାହା ଦ୍ୱାରା ସୋସିଆଲ ମିଡ଼ିଆର ପ୍ରମୁଖ ଆପ୍ ଚାଲୁ ନାଲୁ ନଥିଲା । ଯାହାକୁ ନେଇ ଅଧିକାଂଶ ଲୋକଙ୍କ ମନରେ ବିଭିନ୍ନ ପ୍ରଶ୍ନ ସୃଷ୍ଟି ହେଉଥିଲା। ଯାହାର କାରଣ ଜାଣିବା ଓ ଅଭିଯୋଗ କରିବା ପାଇଁ ଟ୍ୱିଟରକୁ ବ୍ୟବହାର କରିଥିଲେ ୟୁଜର୍ସ। ଯାହା ପରେ ଜଣାପଡିଥିଲା ଯେ ଲୋକମାନେ କେତେ ଏହି ଟେକ୍ନୋଲୋଜି ଉପରେ ନିର୍ଭରଶୀଳ ରହିଛନ୍ତି । ସାମାନ୍ୟ ଗୋଟିଏ ଟେକ୍ନୋଲୋଜିର ଗ୍ଲିଚ୍ ବ୍ୟବହାରକାରୀମାନଙ୍କୁ ନିଜ ଆଙ୍ଗୁଠିରେ ନଚେଇ ଦେଇଛି ।
ନ୍ୟୁଜ୍ ଏଜେନ୍ସି ରୁର୍ଟର ତଥ୍ୟ ଅନୁଯାୟୀ, ଏହି ଘଟଣାକୁ ନେଇ ପ୍ରାୟ ୨୦ ହଜାରରୁ ଅଧିକ ଲୋକମାନେ ଫେସ୍ବୁକ୍ ଓ ଇନ୍ଷ୍ଟାଗ୍ରାମ୍ରେ ରିପୋର୍ଟ କରିଛନ୍ତି। ସେହିପରି ହ୍ୱାଟ୍ସଆପ୍ରେ ୧୪ ହଜାର ରିପୋର୍ଟ ଆସିଥିବାବେଳେ ମେସେଞ୍ଜରରେ ୩ ହଜାର ୟୁଜର୍ସ ଅଭିଯୋଗ କରିଛନ୍ତି । ଏହି ସମୟରେ ଅନ୍ୟମାନଙ୍କୁ ହସାଇବାର ସୁଯୋଗ ପାଇ ମେମ୍ର୍ସମାନେ ବିଭିନ୍ନ ଫନି ପୋଷ୍ଟ ମାଧ୍ୟମରେ ସୋସିଆଲ୍ ମିଡିଆର ୟୁଜର୍ସମାନଙ୍କୁ ହସାଇବା ତଥା ତାଙ୍କ ମନୋରଞ୍ଜନ କରିବାକୁ ଚେଷ୍ଟା କରିଛନ୍ତି। ଯାହା ସୋସିଆଲ୍ ମିଡିଆର ଏହି ବିଶ୍ୱସ୍ତରୀୟ ସମସ୍ୟା ତଥା କଠିନ ସମୟରେ ଲୋକମାନଙ୍କ ମୁହଁରେ ହସ ଫୁଟାଇଥିଲା ।
ଦେଖନ୍ତୁ କଣ ଥିଲା ସେହି ମଜାଦାର ପୋଷ୍ଟ
#facebookdown#serverdown#Socialmediadown
WhatsApp, Instagram and Facebook still down.
Meanwhile Twitter :- pic.twitter.com/P8t7b4Ab6k
— Madhav_Sharma007🇮🇳 (@Sharma007Madhav) October 4, 2021
— ✨ S T E P H A N I E (@isacunar) October 4, 2021
influencers right now: #SocialMediaDownpic.twitter.com/DnYx13JxOd
— sincerely, AHHHHivy marie. 💀 (@sincerelyivy) October 4, 2021
Me feeling bad after realizing it wasn’t my WiFi fault #InternetShutDownpic.twitter.com/A1CcP5D0hd
— NiqhtBlade (@AvianedaEric) October 4, 2021
— Shaikh.Chilli (@ShaikhChilli9) October 4, 2021
I'm going to tell my kids I was apart of the world's biggest blackout #InternetShutDownpic.twitter.com/gFx9HLq2xG
— Anthony Reyes (@WaitForAnthony) October 4, 2021
Twitter records highest number of people on its platform at the one time#InternetShutDownpic.twitter.com/zGP3DZlseW
— Sarmad Farooq (@eternalSarmad) October 5, 2021
Have you ever saved the contact as "Aaaa" just to check them on WhatsApp ?? 👀😂#InternetShutDownpic.twitter.com/DIqXeG7n4o
— Muhammad Waseem CH (@Itx_WasiCH_56) October 5, 2021
still not using that blue bird tho
Telegram WA IG whatsapp Indihome Down#InternetShutDownpic.twitter.com/2uObbysTM6
— MAYBE (@ymsso_) October 4, 2021
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us