Advertisment

ଟିଭିରେ ଭାଷଣ ଦେବା ବେଳେ ବାଉଳା ହୋଇଗଲେ ଆମେରିକା ରାଷ୍ଟ୍ରପତି, ଭୁଲ୍‌ରେ ପଢ଼ିଦେଲେ...

ଟେଲିଭିଜନରେ ଭାଷଣ ଦେବା ଅବସରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଟେଲିପ୍ରମ୍ପଟରରେ ଲେଖା ହୋଇଥିବା ନିର୍ଦ୍ଦେଶକୁ ଭୁଲ୍‌ରେ ପଢ଼ି ଦେଇଥିଲେ। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି।

ଅଦ୍ୟତନ ହୋଇଛି
US President Joe Biden Accidentally Reads The Part On The Teleprompter

US President Joe Biden Accidentally Reads The Part On The Teleprompter

Advertisment

ବାଉଳା ହୋଇଗଲେ ଆମେରିକା ରାଷ୍ଟ୍ରପତି। ଶୁକ୍ରବାର ଦିନ ଏକ ଟେଲିଭିଜନରେ ଭାଷଣ ଦେବା ଅବସରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଟେଲିପ୍ରମ୍ପଟରରେ ଲେଖା ହୋଇଥିବା ନିର୍ଦ୍ଦେଶକୁ ଭୁଲ୍‌ରେ ପଢ଼ି ଦେଇଥିଲେ। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି।

Advertisment

ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି, ଜୋ ବାଇଡେନ୍‌ ଭାଷଣ ଦେଉଛନ୍ତି। ଏହି ସମୟରେ ଲଗାତାର ଭାବେ ସେ କହୁଛନ୍ତି, "Repeat The Line"। ଯାହାକି ଟେଲିପ୍ରମ୍ପଟରର ନିର୍ଦ୍ଦେଶ। ଏହାପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଟେଲିପ୍ରମ୍ପଟରରେ ଭାଷଣ ପଢ଼ିବା ଲାଗି ସଂଘର୍ଷ କରୁଥିବା ନଜର ଆସିଛି। ଶେଷରେ ପରିସ୍ଥିତିକୁ ସମ୍ଭାଳି ସଠିକ୍‌ ପଢ଼ିଥିଲେ। 

Advertisment

Joe Biden US President Joe Biden
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ