Advertisment

India-Pakistan Relations After Sindhur Operation: ଭାରତ-ପାକିସ୍ତାନ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କଲେ ଟ୍ରମ୍ପ; କହିଲେ- ଯେସାକୁ ତେସା ନୀତି

ଅପରେସନ ସିନ୍ଦୂର ପରେ ଭାରତ-ପାକିସ୍ତାନ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛି ଆମେରିକା । ଶାନ୍ତି ମାଧ୍ୟରେ ବିବାଦର ସମାଧାନ ପାଇଁ ଭାରତ ଓ ପାକିସ୍ତାନକୁ ଅପିଲ କରିଛନ୍ତି ଆମେରିକା ରାଷ୍ଟ୍ରପିତ ଡୋନାଲ୍ଡ ଟ୍ରମ୍ପ ।

donald trump

donald trump

Advertisment

ଅପରେସନ ସିନ୍ଦୂର ପରେ ଭାରତ-ପାକିସ୍ତାନ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛି ଆମେରିକା । ଶାନ୍ତି ମାଧ୍ୟରେ ବିବାଦର ସମାଧାନ ପାଇଁ ଭାରତ ଓ ପାକିସ୍ତାନକୁ ଅପିଲ କରିଛନ୍ତି ଆମେରିକା ରାଷ୍ଟ୍ରପିତ ଡୋନାଲ୍ଡ ଟ୍ରମ୍ପ ।

Advertisment

ଅଧିକ ପଢ଼ନ୍ତୁ: କିପରି ଧ୍ୱସ୍ତବିଧ୍ୱସ୍ତ ହୋଇଥିଲା ପାକିସ୍ତାନର ମୁରିଦକେ ଅଞ୍ଚଳ; ସାମ୍ନାକୁ ଆସିଲା ସାଟେଲାଇଟ୍ ଇମେଜ୍

ଏମିତିକି ଟ୍ରମ୍ପ କହିଛନ୍ତି ଭାରତ-ପାକିସ୍ତାନ ଯେସାକୁ ତେସା ନୀତି ଆପଣାଇଛନ୍ତି । ଆଶା କରୁଛି ପରସ୍ପର ଉପରେ ଆକ୍ରମଣ ବନ୍ଦ କରନ୍ତୁ । ଉଭୟ ଦେଶକୁ ଭଲସେ ଜାଣିଛି, ଦୁଇ ଦେଶ ସହ ଆମର ଭଲ ସମ୍ପର୍କ ରହିଛି। ତେଣୁ ସ୍ଥିତି ନିୟନ୍ତ୍ରଣ ପାଇଁ ଯାହା ସହଯୋଗ ଆବଶ୍ୟକ କରିବି। ଆବଶ୍ୟକ ପଡ଼ିଲେ ଶାନ୍ତି ପାଇଁ ମଧ୍ୟସ୍ଥତା କରିବେ ବୋଲି କହିଛନ୍ତି ଡୋନାଲ୍ଡ ଟ୍ରମ୍ପ।

Advertisment

ସୂଚନାଯୋଗ୍ୟ, ପହଲଗାମରେ ଆତଙ୍କବାଦୀ ଆକ୍ରମଣର ୧୪ ଦିନ ପରେ ପ୍ରତିଶୋଧ ନେଇଛି ଭାରତ । ପାକିସ୍ତାନ ଆତଙ୍କବାଦୀଙ୍କ ବିରୋଧରେ 'ଅପରେସନ ସିନ୍ଦୂର' ସଫଳ ହୋଇଛି । ୧୯୭୧ ଯୁଦ୍ଧ ପରେ ପ୍ରଥମ କରି ପାକିସ୍ତାନ ଭିତରେ ପଶି ଆକ୍ରମଣ କରିଛି ଭାରତ । ତେବେ ପାକିସ୍ତାନର କୌଣସି ସାମରିକ ବ୍ୟବସ୍ଥାକୁ ଟାର୍ଗେଟ କରାଯାଇନି । ଅପରେସନ୍ ସିନ୍ଦୁରରେ ଆତଙ୍କବାଦୀ ମସୁଦ ଆଝାରର ବହାବଲପୁର ଠିକଣାରେ ହୋଇଛି ହମଲା ।

ଅଧିକ ପଢ଼ନ୍ତୁ: ମାଟିରେ ମିଶିଲା ପାକିସ୍ତାନ ଓ ପିଓକେର ୯ ଆତଙ୍କୀ ଆଡ୍ଡା, ଜାଣନ୍ତୁ କେମିତି ଥିଲା ଅପରେସନର ୨୫ ମିନିଟ୍

Advertisment
Pakistan Airstrike Operation Sindoor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ