Advertisment

ରୁଷିଆକୁ ତାଗିଦ୍ କଲେ ICJ, ଯୁଦ୍ଧ ବନ୍ଦ କରିବାକୁ ଦେଲେ କଡ଼ା ନିର୍ଦ୍ଦେଶ

କୋର୍ଟଙ୍କ ନିଷ୍ପତ୍ତି ଉଭୟ ପକ୍ଷ ମାନିବାକୁ ବାଧ୍ୟ ବୋଲି କହିଲେ ICJ । ୟୁକ୍ରେନ୍ ବିପକ୍ଷରେ ତୁରନ୍ତ ଯୁଦ୍ଧ ବନ୍ଦ କରିବା ପାଇଁ ରୁଷିଆକୁ କଲେ ତାଗିଦ୍ ।

ଅଦ୍ୟତନ ହୋଇଛି
ICJ

ICJ

Advertisment

ଋଷିଆକୁ ବଡ଼ ଝଟ୍‌କା । ଆଉ ୟୁକ୍ରେନ୍‌ର ହେଲା ବଡ଼ ବିଜୟ । ଋଷକୁ ICJଙ୍କ କଡ଼ା ତାଗିଦ୍ । ଋଷକୁ ତୁରନ୍ତ ଯୁଦ୍ଧ ବନ୍ଦ କରିବା ନେଇ ନିର୍ଦ୍ଦେଶ ଦେଲେ ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ । ରୁଷ୍-ୟୁକ୍ରେନ୍ ଯୁଦ୍ଧକୁ ନେଇ ଅନ୍ତରାଷ୍ଟ୍ରୀୟ କୋର୍ଟ ବା ICJ ଏଭଳି କଡ଼ା ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟଙ୍କ ନିଷ୍ପତ୍ତି ଉଭୟ ପକ୍ଷ ମାନିବାକୁ ବାଧ୍ୟ ବୋଲି କହିଛନ୍ତି ICJ ।

Advertisment

ୟୁକ୍ରେନ୍ ବିପକ୍ଷରେ ତୁରନ୍ତ ଯୁଦ୍ଧ ବନ୍ଦ କରିବା ପାଇଁ ରୁଷିଆକୁ ତାଗିଦ୍ ମଧ୍ୟ କରିଛନ୍ତି । ଏହାସହ ରୁଷ୍ ସପକ୍ଷରେ କୌଣସି ରାଷ୍ଟ୍ର ସୈନ୍ୟ ପ୍ରେରଣ ନକରନ୍ତୁ ବୋଲି ମଧ୍ୟ କହିଲେ ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ ।  ଇଣ୍ଟରନ୍ୟାସନାଲ ଲ’ ଆଧାରରେ ICJ ଏହି ନିର୍ଦ୍ଦେଶ ଦେଇଛନ୍ତି । ତେବେ ସାଧାରଣରେ ଏହାକୁ ଋଷ ବିରୋଧରେ ୟୁକ୍ରେନ୍‌ର ଏକ ବଡ଼ ବିଜୟ ବୋଲି କୁହାଯାଇ ପାରିବ ।

Advertisment

Russia Ukraine Crisis Ukraine Crisis Ukraine Russia War Russia-Ukraine War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ