Advertisment

ଆଜିଠୁ ଭାରତ-ଶ୍ରୀଲଙ୍କା ଦିନିକିଆ ସିରିଜ୍

ଆଜିଠୁ ଭାରତ-ଶ୍ରୀଲଙ୍କା ଦିନିକିଆ ସିରିଜ୍ ଦିନିକିଆ ସିରିଜରେ ପ୍ରଥମ ମ୍ୟାଚ୍ ଆଜି ଖେଳାଯିବ। କଲମ୍ବୋର ଆର୍. ପ୍ରେମଦାସା ଷ୍ଟାଡିୟମରେ ଭାରତୀୟ ସମୟ ଅପରାହ୍ଣ ୩ଟାରେ ମ୍ୟାଚ୍ ଖେଳାଯିବ। ପ୍ରଥମ ଥର ପାଇଁ ଶିଖର ଧାଓ୍ୱନଙ୍କ ଅଧିନାୟକତ୍ୱରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ ଅପରାହ୍ଣ ୨ଟା ୩୦ରେ ଟସ୍ ପଡ଼ିବ ଓ ୩ଟାରେ ମ୍ୟାଚ୍ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି

ଆଜିଠୁ ଭାରତ-ଶ୍ରୀଲଙ୍କା ଦିନିକିଆ ସିରିଜ୍

India-Sri Lanka Match

Advertisment

ନୂଆଦିଲ୍ଲୀ: ଆଜିଠୁ ଭାରତ-ଶ୍ରୀଲଙ୍କା ଦିନିକିଆ ସିରିଜ୍ ଦିନିକିଆ ସିରିଜରେ ପ୍ରଥମ ମ୍ୟାଚ୍ ଆଜି ଖେଳାଯିବ। କଲମ୍ବୋର ଆର୍. ପ୍ରେମଦାସା ଷ୍ଟାଡିୟମରେ ଭାରତୀୟ ସମୟ ଅପରାହ୍ଣ ୩ଟାରେ ମ୍ୟାଚ୍ ଖେଳାଯିବ। ପ୍ରଥମ ଥର ପାଇଁ ଶିଖର ଧାଓ୍ୱନଙ୍କ ଅଧିନାୟକତ୍ୱରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ ଅପରାହ୍ଣ ୨ଟା ୩୦ରେ ଟସ୍ ପଡ଼ିବ ଓ ୩ଟାରେ ମ୍ୟାଚ୍ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି। ଭାରତୀୟ ଟିମ୍ ଏହି ଗସ୍ତରେ ଶ୍ରୀଲଙ୍କାରେ ୩ଟି ଦିନିକିଆ ସହ ୩ଟି ଟି-ଟ୍ୱେଣ୍ଟିଂ ମ୍ୟାଚ୍ ଖେଳିବ।

Advertisment

ପ୍ରଥମ ପର୍ଯ୍ୟାୟରେ ୩ଟି ଦିନିକିଆ ଖେଳାଯିବ। ଏହାପରେ ତିନିଟି ଟି-ଟ୍ୱେଣ୍ଟିଂ ମ୍ୟାଚ ଅନୁଷ୍ଠିତ ହେବ। ୧୩ ତାରିଖରେ ମ୍ୟାଚ୍ ଆରମ୍ଭ ହେବାକୁ ଥିଲା। ହେଲେ ଶ୍ରୀଲଙ୍କାର ଖେଳାଳି କରୋନା ସଂକ୍ରମିତ ହେବାରୁ ୫ ଦିନ ଘୁଞ୍ଚାଇ ଦିଆଯାଇଥିଲା। ସେପଟେ ଶ୍ରୀଲଙ୍କା ପକ୍ଷରୁ ଅଧିନାୟକ ଭାର ସମ୍ଭାଳିବେ ଦାସୁନ ସନକା।

Advertisment
India Sri Lanka
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ