Advertisment

ଡ୍ରୋନ୍‌ ଆକ୍ରମଣ କରି ବଡ଼ ଆତଙ୍କବାଦୀକୁ ସଫା କଲା ଆମେରିକା

ଆଫଗାନିସ୍ତାନର କାବୁଲରେ ଆମେରିକା ସୈନ୍ୟର ଡ୍ରୋନ୍ ଆକ୍ରମଣରେ ଅଲ୍-କାଏଦା ମୁଖ୍ୟ ଅଲ୍ ଜଓ୍ୱାହିରି ନିହତ ହୋଇଛି। ଏନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସୂଚନା ଦେଇଛନ୍ତି।

Al-Qaeda Chief Al-Zawahiri Killed In Afghanistan

Al-Qaeda Chief Al-Zawahiri Killed In Afghanistan

Advertisment

ଆମେରିକାର ଡ୍ରୋନ୍‌ ଆକ୍ରମଣରେ ଆତଙ୍କବାଦୀ ସଂଗଠନ ଅଲ୍-କାଏଦା ମୁଖ୍ୟ ନିହତ ହୋଇଛି। ଆଫଗାନିସ୍ତାନର କାବୁଲରେ ଆମେରିକା ସୈନ୍ୟର ଡ୍ରୋନ୍ ଆକ୍ରମଣରେ ଅଲ୍-କାଏଦା ମୁଖ୍ୟ ଅଲ୍ ଜଓ୍ୱାହିରି ନିହତ ହୋଇଛି। ଏନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସୂଚନା ଦେଇଛନ୍ତି।

Advertisment

ସୂଚନା ଅନୁସାରେ, ରବିବାର ଦିନ କାବୁଲ୍‌ରେ ଆମେରିକା ସୈନ୍ୟ ପକ୍ଷରୁ ଡ୍ରୋନ୍ ଆକ୍ରମଣ ହୋଇଥିଲା। ଏଥିରେ ଜଓ୍ୱାହିରିର ମୃତ୍ୟୁ ହୋଇଛି ବୋଲି ଜୋ ବାଇଡେନ ସୂଚନା ଦେଇଛନ୍ତି।ଜଓ୍ୱାହିରିର ମୃତ୍ୟୁକୁ ନେଇ ଆମେରିକା ରାଷ୍ଟ୍ରପତି କହିଛନ୍ତି, ଆମେରିକାକୁ ସମ୍ପୂର୍ଣ୍ଣ ନ୍ୟାୟ ମିଳିଛି। ୯/୧୧ ଆତଙ୍କବାଦୀ ଆକ୍ରମଣରେ ଅଲ୍ ଜଓ୍ୱାହିରି ସାମିଲ୍ ଥିଲା। 

Advertisment

Drone Strike Al Qaeda Al Qaeda Chief Killed Al Qaeda Chief Al-Zawahiri US President Joe Biden
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ