ଅଦ୍ୟତନ ହୋଇଛି
A helicopter with 6 people on board has gone missing in Nepal
Advertisment
ନେପାଳରେ ଏକ ହେଲିକପ୍ଟର ନିଖୋଜ ହୋଇଥିବା ସୂଚନା ମିଳିଛି। ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, ହେଲିକପ୍ଟରରେ ୬ ଜଣ ଥିଲେ। ସେମାନଙ୍କ ମଧ୍ୟରେ ୫ ଜଣ ବିଦେଶୀ ନାଗରିକ ଥିଲେ ବୋଲି ଜଣାପଡ଼ିଛି।
Advertisment
ମିଳିଥିବା ସୂଚନା ଅନୁସାରେ, ସେଠାକାର ସ୍ଥାନୀୟ ସମୟ ସକାଳ ୧୦ଟା ୧୨ ମିନିଟ୍ରେ 9NMV ହେଲିକପ୍ଟର ହଠାତ୍ ରାଡାର୍ରୁ ଗାଏବ ହୋଇଯାଇଥିଲା। ହେଲିକପ୍ଟରଟି ସୋଲୁଖୁମ୍ବୁରୁ କାଠମାଣ୍ଡୁ ଅଭିମୁଖେ ଯାତ୍ରା କରୁଥିଲା। ପ୍ରାୟ ୧୦ଟା ସମୟରେ କଣ୍ଟ୍ରୋଲ ଟାୱାର ସହ ହେଲିକପ୍ଟରର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1689056532.jpg)