Advertisment

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ୩ ବର୍ଷ ଜେଲ୍

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ମିଳିଛି। ୫ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିବା ଉପରେ ମଧ୍ୟ କୋର୍ଟ ରୋକ୍‌ ଲଗାଇଛନ୍ତି।

ଅଦ୍ୟତନ ହୋଇଛି
3 Year Jail For Ex Pak PM Imran Khan

3 Year Jail For Ex Pak PM Imran Khan

Advertisment

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ମିଳିଛି। ଦୁର୍ନୀତି ମାମଲାରେ ଇସଲାମାବାଦ ଟ୍ରାଏଲ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ୫ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିବା ଉପରେ ମଧ୍ୟ କୋର୍ଟ ରୋକ୍‌ ଲଗାଇଛନ୍ତି।

Advertisment

ପ୍ରଧାନମନ୍ତ୍ରୀ ଥିବା ସମୟରେ ବିଦେଶୀ ମାନ୍ୟଗଣଙ୍କଠାରୁ ପାଇଥିବା ଦାମୀ ଉପହାରକୁ ବେଆଇନ୍‌ ଭାବେ ଇମ୍ରାନ ଖାନ୍‌ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଥିଲା। ଏଥିରେ ସେ ଦୋଷୀ ସାବ୍ୟସ୍ତ ମଧ୍ୟ ହୋଇଥିଲେ।

ଏହି ଉପହାର ମଧ୍ୟରେ ଏକ ରାଜ ପରିବାର ଦେଇଥିବା ଘଣ୍ଟା ଅନ୍ତର୍ଭୁକ୍ତ ଥିଲା। ସରକାରୀ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଇମ୍ରାନଙ୍କ ସହାୟକମାନେ ଦୁବାଇରେ ଏହାକୁ ବିକ୍ରି କରିଥିବା ଅଭିଯୋଗ ହୋଇଛି।

Advertisment
Imran Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ