ଅଦ୍ୟତନ ହୋଇଛି
12 killed in Madagascar stadium stampede
Advertisment
ଷ୍ଟାଡିୟମରେ ଦଳାଚକଟା। ଏଥିରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮୦ ଜଣ ଆହତ ହୋଇଛନ୍ତି। ମେଡାଗାସ୍କରର ନ୍ୟାସନାଲ ଷ୍ଟାଡିୟମରେ ଏହି ଅଭାବନୀୟ ଘଟଣା ଘଟିଛି। ଇଣ୍ଡିଆନ ଓସେନ ଆଇଲ୍ୟାଣ୍ଡ୍ ଗେମ୍ସର ଓପନିଂ ସେରିମୋନି ବେଳେ ଫ୍ୟାନ୍ସମାନେ ଷ୍ଟାଡିୟମ ଭିତରକୁ ପ୍ରବେଶ ସମୟରେ ଏହି ଦଳାଚକଟା ହୋଇଥିଲା।
Advertisment
ଶୁକ୍ରବାର ଦିନ ବାରିଆ ଷ୍ଟାଡିୟମର ଏଣ୍ଟ୍ରାସରେ ଏହି ଅଘଟଣ ଘଟିଛି। ଇଭେଣ୍ଟରେ ସାମିଲ ହେବା ପାଇଁ ପାଖାପାଖି ୫୦ ହଜାର ଦର୍ଶକ ଆସିଥିଲେ। ଫଳରେ ଦର୍ଶକଙ୍କ ମଧ୍ୟରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଘଟଣାକୁ ନେଇ ମାଲାଗାସି ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1693024539.jpg)