Advertisment

Today Panchang 29th Oct 2022 : ଜାଣନ୍ତୁ ଆଜିର ପଞ୍ଚାଙ୍ଗ ଓ କେଉଁ ଶୁଭ ମୁହୂର୍ତ୍ତରେ ଗୃହ ପ୍ରବେଶ କରିବେ

ସୈାର ତୁଳା ମାସ କାର୍ତିକ ଶୁକ୍ଲପକ୍ଷ । ଇଂରାଜୀରେ ୨୯ ତାରିଖ ଶନିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Today Panchang

Today Panchang

Advertisment

ସୈାର ତୁଳା ମାସ କାର୍ତିକ ଶୁକ୍ଲପକ୍ଷ । ଇଂରାଜୀରେ ୨୯ ତାରିଖ ଶନିବାର। ଚନ୍ଦ୍ର – ବିଛା ଦିବା ୦୯/୦୫ ଗତେ ଧନୁ ତିଥି- ୪ର୍ଥୀ ଦିବା ୦୮/୧୩ ଗତେ ୫ମୀ ଘାତ ଚନ୍ଦ୍ର- ଦିବା ୦୯/୦୫ ଗତେ ତୁଳା ଓ କୁମ୍ଭ ଘାତ ବାର – ବୃଷ, ସିଂହ ଓ କନ୍ୟା ରାଶିର ପୁଷ୍କର ଦୋଷ – ୧ ପାଦ କୃଷିହାନି - ଭୂମିଦାନ

Advertisment
Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ