ସୈାର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୨୭ ତାରିଖ ସୋମବାର । ଚନ୍ଦ୍ର – ବୃଷ ରାତ୍ରି ୦୪.୨୫ ଗତେ ମିଥୁନ,ତିଥି – ୬ଷ୍ଠୀ ସନ୍ଧ୍ୟା ୦୫.୨୮ ଗତେ ୭ମୀ,ଘାତ ଚନ୍ଦ୍ର – ବିଛା ରାତ୍ରି ୦୪.୨୫ ଗତେ କନ୍ୟା,ଘାତ ବାର- ମିଥୁନ,ପୁଷ୍କର ଦୋଷ – ସନ୍ଧ୍ୟା ୦୫.୨୮ ଗତେ ୧ପାଦ- ପଶୁସମ୍ପଦ ନାଶ- ଅନ୍ନଦାନ
Also Read
ଶୁଭ ସମୟ:
- ପ୍ରାତଃ ୦୫.୪୮ ରୁ ୦୭.୧୯
- ଦିବା ୧୦.୩୯ ରୁ ୦୧.୦୫
- ସନ୍ଧ୍ୟା ୦୬.୪୩ ରୁ ୦୯.୦୫
- ରାତ୍ରି ୧୧.୫୧ ରୁ ୦୨.୩୮
ଅଧିକ ପଢ଼ନ୍ତୁ: ସୂର୍ଯ୍ୟ କିରଣ ଘରେ ନ ପଡ଼ିଲେ ହୋଇଥାଏ ଏହି ସମସ୍ୟା
ଅଶୁଭ ସମୟ:
- ଋାହୁକାଳ – ଦିବା ୦୭.୧୯ ରୁ ୦୮.୫୦
- କାଳବେଳା – ଦିବା ୦୭.୧୯ ରୁ ୦୮.୫୦
- ବାରବେଳା – ଦିବା ୦୨.୫୪ ରୁ ୦୪.୨୪
- କାଳରାତ୍ରି – ରାତ୍ରି ୧୦.୨୨ ରୁ ୧୧.୫୧