• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ସୈାର କନ୍ୟା ମାସ କାର୍ତ୍ତି କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ, ରବିବାର।
ଚନ୍ଦ୍ର   – ମିଥୁନ ଅହୋରାତ୍ର
ଘାତ ଚନ୍ଦ୍ର-  ବିଛା ରାଶିର 
ଘାତ ବାର – ମେଷ ରାଶିର

ପୁଷ୍କର ଦୋଷ – ୧ ପାଦ  ୦୭/୦୪ ଗତେ ୨ପାଦ ରାତ୍ରି ୦୨/୧୪ ଗତେ ୩ ପାଦ । କୃଷି- ଗୋପଶୁ, ଭୂମି ଅନ୍ନାଦି – ତିଳକାଞନ ଦାନ

ଶୁଭ ସମୟ...
ଦିବା ୧୧/୫୫ ରୁ ୦୨/୧୫
ଦିବା ୦୩/୫୮ ରୁ ୦୪/୩୫
ଋାତ୍ରି ୦୭/୦୦ ରୁ ୦୮/୩୯
ରାତ୍ରି ୧୧/୦୭ ରୁ ୦୧/୩୫

ଅଶୁଭ ସମୟ-
ଋାହୁକାଳ - ଦିବା ୦୩/୫୪ ରୁ ୦୫/୨୧ 
କାଳବେଳା - ଦିବା ୧୦/୦୫ ରୁ ୧୨/୫୯
ବାରବେଳା – ଦିବା ୧୦/୦୫ ରୁ ୧୨/୫୯
କାଳରାତ୍ରି – ରାତ୍ରି ୦୧/୦୪ ରୁ ୦୨/୩୭