ଯାତ୍ରା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି, ପ୍ରତିକାର ପାଇଁ କଣ କରିବେ ?

ସୌର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ। ଇଂରାଜୀରେ ୧୩ ତାରିଖ ବୁଧବାର 

Daily Horoscope

ସୌର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ। ଇଂରାଜୀରେ ୧୩ ତାରିଖ ବୁଧବାର 

ତିଥି– ପୂର୍ଣ୍ଣିମା ରାତ୍ରି ୧୨/୦୭ ଗତେ ପ୍ରତିପଦ
ଚନ୍ଦ୍ର– ଧନୁ ନିଶାନ୍ତ ୦୪/୩୨ ଗତେ ମକର
ଘାତ ଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର, ନିଶାନ୍ତ ୦୪/୩୨ ଗତେ ସିଂହ ରାଶିର
ଘାତ ବାର– କର୍କଟ ରାଶିର
ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ରାତ୍ରି ୧୧/୧୮ ଗତେ ୧ ପାଦ- କୁଟୁମ୍ଭ ହାନି- ତିଳକାଞନ ଦାନ

ଶୁଭ ସମୟ- 
ପ୍ରାତଃ ୦୭/୫୬ ରୁ ୦୮/୩୫  
ଦିବା ୧୦/୧୪ ରୁ  ୧୧/୨୬
ଦିବା ୦୨/୦୩ ରୁ ୦୫/୩୩
ସନ୍ଧ୍ୟା ୦୬/୨୫ ରୁ ୧୦/୦୩
ରାତ୍ରି ୧୨/୧୪ ରୁ ୦୧/୪୧

ଅଶୁଭ ସମୟ-
ଋାହୁକାଳ - ଦିବା ୧୧/୫୨ ରୁ  ୦୧/୩୦
କାଳବେଳା - ଦିବା ୦୮/୩୫ ରୁ  ୧୦/୧୪
ବାରବେଳା –ଦିବା  ୧୧/୫୨ ରୁ ୦୧/୩୦ 
କାଳରାତ୍ରି – ରାତ୍ରି ୦୨/୩୬ ରୁ ୦୩/୫୭

ଆଜିର ରାଶିଫଳ-

ମେଷ:
ଅଶ୍ୱନୀ– ନିଜର ବାସସ୍ଥାନ କରିବା ପାଇଁ ନୂତନ ଜମିଜମା କ୍ରୟ କରିବା ପାଇଁ ଯୋଜନା କରିପାରନ୍ତି।  
ଦ୍ୱିଜା– ରାଜନୀତିରେ ଅଗ୍ରଣୀ ଭୂମିକା ନେବେ। 
କୃତିକା – ସାମ୍ବାଦିକତା କ୍ଷେତ୍ରରେ ପ୍ରଂଶସା ସାଉଟିବେ।
ପ୍ରତିକାର-  ବୃହସ୍ପତିଙ୍କର ମନ୍ତ୍ର ପାଠ କରନ୍ତୁ। 

ବୃଷ:
କୃତିକା  - କିଛି ମୂଲ୍ୟବାନ୍ ଦ୍ରବ୍ୟ ନଷ୍ଟ ହେବାର ସମ୍ଭାବନା ରହିଛି ।
ରୋହିଣୀ –  ସାଙ୍ଗଠନିକ କ୍ଷେତ୍ରରେ ନେତୃତ୍ୱ ନେଇ ନିନ୍ଦିତ ହୋଇପାରନ୍ତି ।
ମୃଗଶିରା – ସନ୍ତାନ ମାନଙ୍କ କାର୍ଯ୍ୟ କଳାପକୁ ନେଇ ମନ ଅଶାନ୍ତ ରହିପାରେ 
ପ୍ରତିକାର – ଶନିଦେବଙ୍କର ପୂଜାର୍ଚ୍ଚନା କରନ୍ତୁ

ମିଥୁନ
ମୃଗଶିରା  - କୌଣସି ଧର୍ମାନୁଷ୍ଠାନରେ ଅଧିକ ସମୟ କଟାଇବେ
ଆଦ୍ରା -  ବନ୍ଧୁ ମାନଙ୍କ ସହିତ ହସ ଖୁସିରେ ସମୟ କଟାଇବେ
ପୁନର୍ବସୁ - ଯୋଜନା  ମୁତାବକ କାମଗୁଡିକୁ ସଂପୂର୍ଣ୍ଣ କରିବେ 
ପ୍ରତିକାର – ବୁଧଙ୍କର  ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ

କର୍କଟ
ପୁନର୍ବସୁ - ମହିଳା ମାନେ ଆମୋଦ ପ୍ରମୋଦରେ ସମୟ କଟାଇବେ 
ପୁଷ୍ୟା –  କଳା ଓ ସାହିତ୍ୟ କ୍ଷେତ୍ରରେ ପ୍ରଶଂସିତ ହେବେ
ଅଶ୍ଳେଷା - ବ୍ୟବସାୟୀ ମାନେ ବ୍ୟବସାୟରେ ଲାଭବାନ୍ ହେବେ 
ପ୍ରତିକାର – ବରଗଛ ମୂଳରେ କିଛି କ୍ଷୀର ଢାଳି ଦିନଟି ଆରମ୍ଭ  କରନ୍ତୁ 

ସିଂହ
ମଘା – ପରିବାରରେ ହସଖୁସିରେ ସମୟ କଟାଇବେ ।
ପୂ , ଫାଲଗୁନୀ - ନୂତନ ଗୃହ ନିର୍ମାଣ ପାଇଁ ଯୋଜନା କରିବେ।
ଉ ,ଫାଲଗୁନୀ – ଦାମ୍ପତ୍ୟ ଜୀବନରେ ଖୁସି  ଆସିବ ।
ପ୍ରତିକାର – ହନୁମାନ ଚାଳିଶା ପାଠ କରନ୍ତୁ ।

କନ୍ୟା
ଉ , ଫାଲଗୁନୀ – ଘାତ ପ୍ରତିଘାତ ଦେଇ ଦିନଟି ଅତିକ୍ରମ କରିବାକୁ ପଡିପାରେ
ହସ୍ତା – ଖାଦ୍ୟ ବ୍ୟୟରେ ଅସାବଧାନତା ଯୋଗୁ ପେଟରେ କଷ୍ଟ ଅନୁଭବ କରିବେ
ଚିତ୍ରା – ପ୍ରତିସୃତି ରକ୍ଷା ନକରି ପାରିବାରୁ   କୈଣସି କାର୍ଯ୍ୟ ଆପଣଙ୍କ ହାତରୁ ଘସି ଯାଇପାରେ 
ପ୍ରତିକାର -  ସବୁଜ ରଙ୍ଗର ପୋଷାକ ଦାନ ଦିଅନ୍ତୁ

ତୁଳା
ଚିତ୍ରା – ହଠାତ କୈଣସି ଯୋଜନାରେ ପରିବର୍ତ୍ତନ କରିପାରନ୍ତି ।
ସ୍ୱାତୀ – କର୍ମକ୍ଷେତ୍ରରେ ନିଜ ମନ ଅନୁସାରେ କର୍ମ କରିବେ ଓ ସମସ୍ତଙ୍କର ପ୍ରିୟଭାଜନ ହେବେ ।
ବିଶାଖା – ବ୍ୟବସାୟରେ ଲାଭବାନ୍ ହେବେ ଓ ସାଂସାରିକ ଜୀବନରେ ଖୁସିରେ ରହିବେ ।
ପ୍ରତିକାର – ଗଣେଷଙ୍କର ସିଦ୍ଧିବିନାୟକ ମନ୍ତ୍ର ପାଠ କରନ୍ତୁ ।

ବିଛା
ବିଶାଖା – ରାଜନୀତି କ୍ଷେତ୍ରରେ କିଛି ପଦପଦବୀ ପ୍ରାପ୍ତ ହୋଇପାରେ ।
ଅନୁରାଧା – କର୍ମ କ୍ଷେତ୍ରରେ ଉତରତର ଉନ୍ନତି କରିବେ ।
ଜ୍ୟେଷ୍ଠା  – ପୁରୁଣା ବନ୍ଧୁ ବା ବାନ୍ଧବୀଙ୍କର ସହିତ ଦେଖାହେଇ ପାରେ ।
ପ୍ରତିକାର – ବଗଳାମୁଖୀଙ୍କର ପୂଜାର୍ଚ୍ଚନା କରନ୍ତୁ  

ଧନୁ
ମୂଳା – ଛାତ୍ର ଛତ୍ରୀ ମାନେ ଅଧିକ  ସମୟ ଖେଳରେ କଟାଇବେ
ପୂ , ଷାଢା – କରିଥିବା  ଯୋଜନା  ଅନୁସାରେ କର୍ମ କରିପାରନ୍ତି
ଉ , ଷାଢା – ମହିଳା ମାନେ ଅନ୍ୟକୁ ଦେଇଥିବା ପ୍ରତିସୃତି ରକ୍ଷା କରିିବେ  
ପ୍ରତିକାର – ଶ୍ରୀ ବାମନଙ୍କର  ଫଟକୁ ପୂଜାର୍ଚ୍ଚନା କରନ୍ତୁ  

ମକର
ଉ , ଷାଢା -  ଯାତ୍ରା ସମୟରେ ଦୁର୍ଘଟଣା ସମ୍ମୁଖୀନ ହୋଇପାରନ୍ତି ।
ଶ୍ରବଣା – ସ୍ୱାସ୍ଥ୍ୟରେ ଅବୋନ୍ନତି ଦେଖାଦେଇପାରେ ।
ଧନିଷ୍ଠା – ମହିଳା ମାନଙ୍କର ଗୁରୁଜନ ମାନଙ୍କ ସହିତ ମତାନ୍ତର ଘଟିପାରେ ।
ପ୍ରତିକାର – ସୂର୍ଯ୍ୟ ଦେବତାଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ । 

କୁମ୍ଭ
ଧନିଷ୍ଠା – ଆଶା କରିଥିବା ଦିଗରୁ ସାହାଯ୍ୟ ପାଇବେ।
ଶତଭିଷା – ସ୍ୱାସ୍ଥ୍ୟ ଭଲ ରହିବ ଓ ପୁରୁଣା କଥା ଭୁଲି ସଂପର୍କ ରକ୍ଷା କରିବେ।
ପୂ , ଭାଦ୍ରପଦ  – ପ୍ରଶାସନିକ ସ୍ତରରେ ସକ୍ରିୟ ରହିବେ ।
ପ୍ରତିକାର – ମହା ମୃତ୍ୟୁଞୟ ମନ୍ତ୍ର ପାଠ କରନ୍ତୁ  ।

ମୀନ
ପୂ , ଭାଦ୍ରପଦ - ଆର୍ଥିକ  କ୍ଷେତ୍ରରେ ଲଭବାନ୍ ସହିତ ସଂଚୟ କରିପାରନ୍ତି
ଉ , ଭଦ୍ରପଦ - ନୂତନ କର୍ମରେ ଯୋଗଦାନ କରିବାକୁ ପଡିଥାଏ ।
ରେବତୀ – କୈାଣସି ନୂତନ ସା୍ଥନକୁ ବୁଲିଯିବା ପାଇଁ ପ୍ରସ୍ତୁତ ହେବେ ।
ପ୍ରତିକାର – ତାରାଙ୍କର ଯନ୍ତ୍ରିକା କବଚ ଧାରଣ କରନ୍ତୁ

(ଜ୍ୟୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ, ମୋ-9439050099)