ଶରୀର ପାଇଁ ଯୋଗ,ମସ୍ତିଷ୍କକୁ ସୁସ୍ଥ ରଖିବା ପାଇଁ କରନ୍ତୁ କପାଳଭାତି

ପ୍ରତିଦିନ ଯୋଗାଭ୍ୟାସ କଲେ ଶରରୀରରେ ରକ୍ତ ସଞ୍ଚାଳନ ମଧ୍ୟ ଭଲ ହୋଇଥାଏ । ତେବେ ଯୋଗ କରିବା ସମୟରେ କିଛି ଦିଗ ପ୍ରତି ଧ୍ୟାନ ଦେବା ଉଚିତ । ଯୋଗ ମଧ୍ୟରେ କପାଳଭାତି ପ୍ରାଣାୟମ ଏକ ଶକ୍ତିସାଳୀ ଉଚ୍ଚ ଉଦର ଶ୍ୱାସକ୍ରିୟା ସଂପନ୍ନ ପ୍ରାଣାୟମ ଅଟେ । କପାଳର ଅର୍ଥ ମସ୍ତିଷ୍କ ଓ ଭାତିର ଅର୍ଥ ହେଉଛି ସ୍ୱଚ୍ଛତା । ଅର୍ଥାତ କପାଳଭାତି ଏପରି ଏକ ପ୍ରାଣାୟାମ ଯାହା କରିବା ଦ୍ୱାରା ମସ୍ତିଷ୍କ ସୁସ୍ଥ, ଚିନ୍ତାମୁକ୍ତ ରହିବା ସହ ମସ୍ତିଷ୍କର କାର୍ଯ୍ୟ ସଠିକ୍ ଭାବେ ହୋଇଥାଏ ।

kapalbhati pranayam benefits

News Summary

କପାଳଭାତି ପ୍ରାଣାୟମ୍ କରିବା ଦ୍ୱାରା ରକ୍ତ ସଞ୍ଚାଳନ ଭଲ ହୋଇଥାଏ

କପାଳଭାତି ପ୍ରାଣାୟମ୍  କରିବା ଦ୍ୱାରା ପେଟରେ ଅଧିକ ଚର୍ବୀକୁ କମ କରିଥାଏ

ଶରୀର ସୁସ୍ଥ ରହିବା ପାଇଁ ପ୍ରତିଦିନ ଯୋଗ ଓ ବ୍ୟାୟମ କରିବା ଆବଶ୍ୟକ । ପ୍ରତିଦିନ ଯୋଗାଭ୍ୟାସ କଲେ ଶରରୀରରେ ରକ୍ତ ସଞ୍ଚାଳନ ମଧ୍ୟ ଭଲ ହୋଇଥାଏ । ଯୋଗ ମଧ୍ୟରେ କପାଳଭାତି ପ୍ରାଣାୟମ ଏକ ଶକ୍ତିସାଳୀ ଉଚ୍ଚ ଉଦର ଶ୍ୱାସକ୍ରିୟା ସଂପନ୍ନ ପ୍ରାଣାୟମ ଅଟେ । କପାଳର ଅର୍ଥ ମସ୍ତିଷ୍କ ଓ ଭାତିର ଅର୍ଥ ହେଉଛି ସ୍ୱଚ୍ଛତା। ଅର୍ଥାତ କପାଳଭାତି ଏପରି ଏକ ପ୍ରାଣାୟାମ ଯାହା କରିବା ଦ୍ୱାରା ମସ୍ତିଷ୍କ ସୁସ୍ଥ, ଚିନ୍ତାମୁକ୍ତ ରହିବା ସହ ମସ୍ତିଷ୍କର କାର୍ଯ୍ୟ ସଠିକ୍ ଭାବେ ହୋଇଥାଏ । ଏହା ଛଡ଼ା ଲିଭର, କିଡ୍‌ନୀ ଓ ଗ୍ୟାସ ସମସ୍ୟା ପାଇଁ ଏହି ପ୍ରାଣାୟମ ବହୁତ ଲାଭଦାୟକ ଅଟେ ।

କପାଳଭାତି ଯୋଗ କରିବାର ପଦ୍ଧତି:

କପାଳଭାତି ପ୍ରାଣାୟମର ଉପକାରିତା:

ଏହି ମାନେ କରନ୍ତୁ ନାହିଁ କପାଳଭାତି ପ୍ରାଣାୟମ୍