Health Tips: ଡେଙ୍ଗୁ ରୋଗୀଙ୍କ ପାଇଁ ଏହି ଖାଦ୍ୟ ରାମବାଣ,ଖାଇଲେ ଶୀଘ୍ର ହେବେ ସୁସ୍ଥ

ମୌସୁମୀ ଆରମ୍ଭରୁ ଡେଙ୍ଗୁ ଭୟ ଘାରିଥାଏ । ଡେଙ୍ଗୁ ମଶା କାମୁଡିବାକୁ କାରଣରୁ ହୋଇଥାଏ । ତେବେ ଏହି ସମୟରେ ଖାଦ୍ୟପେୟ ଉପର ବିଶେଷ ଗୁରୁତ୍ୱ ଦେବାକୁ ପଡିଥାଏ । ତେବେ ଚାଲନ୍ତୁ ଜାଣିବା କିଛି ଖାଦ୍ୟ ଟିପ୍ସ... ଯାହାକୁ ଖାଇଲେ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଫାଇଦା ହୋଇଥାଏ ।

dengue

ସାରା ରାଜ୍ୟରେ ଏବେ ମାଡିଚାଲିଛି ଡେଙ୍ଗୁ । ଡେଙ୍ଗୁ ଯୋଗୁ ମୁଣ୍ଡବିନ୍ଧା ଓ ପ୍ରବଳ ଜ୍ୱର ପରି ଲକ୍ଷଣ ଦେଖାଯାଉଛି । ତେବେ ଡେଙ୍ଗୁର ଚିକିତ୍ସା ସଠିକ୍ ସମୟରେ କରାନଗଲେ ଏହା ଆପଣଙ୍କ ପାଇଁ ମାରାତ୍ମକ ସାବ୍ୟସ୍ତ ହୋଇପାରେ । ତେବେ ଚାଲନ୍ତୁ ଜାଣିବା କିଛି ଟିପ୍ସ । 

ଡେଙ୍ଗୁ ରୋଗୀ ଖାଆନ୍ତୁ ନାହିଁ ଏହି ଖାଦ୍ୟ:

ଡେଙ୍ଗୁରେ କଣ ଖାଇବା ଉଚିତ୍: