ଅଦ୍ୟତନ ହୋଇଛି
rotten bananas
Advertisment
ଘରେ ସଢି ଯାଇଥିବା କଦଳୀ ବେଶୀ ଦିନ ରଖାଯାଏ ନାହି । ଏହାକୁ ସାଧାରଣତଃ ଫିଙ୍ଗି ଦିଆଯାଇଥାଏ । କିନ୍ତୁ ବହୁତ କମ୍ ଲୋକ ଜାଣିଥିବେ ସଢିଯାଇଥିବା କଦଳୀ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ । କଦଳୀ ଖାଇବା ଏହାର ଗୁଣର ପରିମାଣ ସାଧାରଣ ଅପେକ୍ଷା ଅନେକ ଗୁଣ ବଢାଇଥାଏ । ତେବେ ଚାଲନ୍ତୁ ଜାଣିବା ଏହାର ଫାଇଦା ।
Advertisment
ଜାଣନ୍ତୁ କିପରି…
- ସଢିଯାଇଥିବା କଦଳୀ ଖାଇବା ଏହାର ଗୁଣର ପରିମାଣ ସାଧାରଣ ଅପେକ୍ଷା ଅନେକ ଗୁଣ ବଢାଇଥାଏ । କେବଳ ଏତିକି ନୁହେଁ, ସଢିଯାଇଥିବା କଦଳୀ ଖାଇବା ଦ୍ୱାରା କ୍ୟାନ୍ସର ରୋଗର ଆଶଙ୍କା କମ୍ ରହିଥାଏ ।
- ଯଦି ଆପଣଙ୍କର ଉଚ୍ଚ ରକ୍ତଚାପର ସମସ୍ୟା ଅଛି, ତେବେ ଆପଣ ମଧ୍ୟ ସଢିଯାଇଥିବା କଦଳୀ ଖାଇବା ଉଚିତ୍ ।
- ସଢିଯାଇଥିବା କଦଳୀରେ ମିଳୁଥିବା ଉପାଦାନଗୁଡ଼ିକ ଆପଣଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଯେଉଁଥିପାଇଁ ଆପଣଙ୍କୁ ଅନେକ ରୋଗରୁ ରକ୍ଷା ମିଳିଥାଏ ।
- ଆହୁରି ମଧ୍ୟ ସଢିଯାଇଥିବା କଦଳୀ ଖାଇବା ଆପଣଙ୍କ ଆମ୍ନେସିଆକୁ ବହୁ ପରିମାଣରେ ଭଲ କରିଥାଏ । ଏଥିସହିତ ଏହା ଆପଣଙ୍କ ସ୍ମୃତି ଶକ୍ତିକୁ ତୀକ୍ଷ୍ଣ କରିବାରେ ସହାୟକ ହୋଇଥାଏ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1643290686.jpg)