ସ୍ୱାସ୍ଥ୍ୟ ପାଇଁ ମୁଗ ଡାଲି,ଜାଣିବା ଏହାର ଉପକାରିତା

ଡାଲିରେ ରହିଛି ପୃଷ୍ଟିସାର । ଯାହା ଆମ ହାଡ଼ ଓ ରକ୍ତକୁ ମଜବୁତ କରିଥାଏ । ମୁଗ ଡାଲି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଏହା ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ ମଜବୁତ କରିଥାଏ । କାରଣ ଏଥିରେ ବିଭିନ୍ନ ପ୍ରକାରର ପୋଷକତତ୍ୱ ରହିଛି ।

benefits of moong dal

News Summary

ମଧୁମେହ ରୋକିବାରେ ସାହାଯ୍ୟ କରେ ମୁଗ ଡାଲି

ରକ୍ତଚାପ ନିୟନ୍ତ୍ରଣ କରେ ମୁଗ ଡାଲି

ଓଜନ କମ୍ କରାଏ ମୁଗ ଡାଲି

ଡାଲିରେ ରହିଛି ପୃଷ୍ଟିସାର । ଯାହା ଆମ ହାଡ଼ ଓ ରକ୍ତକୁ ମଜବୁତ କରିଥାଏ । ଡାଲି ମଧ୍ୟରେ ମୁଗ ଡାଲି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଏହା ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ ମଜବୁତ କରିଥାଏ । କାରଣ ଏଥିରେ ବିଭିନ୍ନ ପ୍ରକାରର ପୋଷକତତ୍ୱ ରହିଛି । ତେବେ ଚାଲନ୍ତୁ ଜାଣିବା ମୁଗ ଡାଲିର ଉପକାରିତା ବିଷୟରେ ...