ଶୀତଦିନେ ଆଲର୍ଜିରୁ ମୁକ୍ତି ପାଇବା ପାଇଁ କରନ୍ତୁ ଏହି ଉପାୟ

ଶୀତ ଦିନ ଆସିବା କ୍ଷଣି ଆମ ତ୍ୱଚା ଶୁଷ୍କ ହୋଇ ଯାଇଥାଏ । ତ୍ୱଚା ଶୁଷ୍କ ହେଲେ ଆଲର୍ଜି ହୋଇ ତ୍ୱଚା କୁଣ୍ଡେଇ ହୋଇଥାଏ । ତ୍ୱଚାକୁ ନେଇ ଲୋକଙ୍କୁ ଆଲର୍ଜି ହେବାର କାରଣ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ । ଆଜି ଆମେ ଜାଣିବା ଶରୀରରେ ଆଲର୍ଜିକୁ କିପରି ଦୂର କରିବା ।

allergies in the winter

News Summary

ଶୀତଦିନରେ ଧୂଳି ଓ ଅପରିଷ୍କାର ଠାରୁ ଦୂରେଇ ରୁହନ୍ତୁ

ଆଲର୍ଜି ଲକ୍ଷଣ ଥିବା ଲୋକଙ୍କ ସହ ମିଶି ଖାଆନ୍ତୁ ନାହିଁ

କିଛି ଲୋକଙ୍କୁ ଶୀତ ଦିନ ବିଲକୁଲ ସୁଟ୍ କରେ ନାହିଁ । ଯାହାଫଳରେ ସେମାନଙ୍କର ଆଲର୍ଜି ହୋଇଯାଏ। ଶୀତ ଆରମ୍ଭ ହୋଇଗଲେ କିଛି ଜଣଙ୍କର ନାକରେ ଆଲର୍ଜି ହୋଇଯାଏ । ଏହାସହ ସ୍କିନ ବା ଚର୍ମରେ ଆଲର୍ଜି ମଧ୍ୟ ହୋଇଯାଏ । ତେବେ ଚାଲନ୍ତୁ ଜାଣିବା ଏହାର ଉପଚାର ।

କଣ କଲେ ହେବ ନାହିଁ ଆଲର୍ଜି: